ଗୁଗଲର ଦମଦାର ସ୍ମାର୍ଟଫୋନ ବର୍ତ୍ତମାନ ଭାରତୀୟ ମାର୍କେଟରେ ଏଣ୍ଟ୍ରି ନେବ । Google Pixel 7a ର ନୂଆ କଲର ଭାରିଆଣ୍ଟ କୋରଲ୍ ଫ୍ଲିପକାର୍ଟରେ ଦେଖିବାକୁ ମିଳିଛି । ଦମଦାର ପିକ୍ସେଲ ସିରିଜ ସ୍ମାର୍ଟଫୋନର ଏହି କଲର ଅପ୍ସନ ଆମେରିକାରେ ବିକ୍ରି ହୁଏ । ଇ-କମର୍ସ ପ୍ଲାଟଫର୍ମରେ ଲିଷ୍ଟ ହେବା ପରେ ଏହା ଖୁବଶୀଘ୍ର ବିକ୍ରି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ Google Pixel 7a କୋରଲ୍ର ଦାମ, ଫିଚର ଏବଂ ସମସ୍ତ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।ଅନଲାଇନ ମାର୍କେଟ ପ୍ଲେସ୍ ଫ୍ଲିପକାର୍ଟରେ ବିଗ ବିଲିୟନ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମୟ ମଧ୍ୟରେ ସ୍ମାର୍ଟଫୋନ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସମେତ ଅନେକ ପ୍ରଡକ୍ଟସ୍ ଉପରେ ଭାରି ଡିସକାଉଣ୍ଟ ମିଳିବ । ସେହିପରି Google Pixel 7aର ନୂଆ ଭାରିଆଣ୍ଟର ସେଲ୍ ବିଗ୍ ବିଲିୟନ୍ ଡେରେ ମଧ୍ୟ ଆରମ୍ଭ ହୋଇପାରେ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post