ଥରେ ଚାର୍ଜ କଲେ ଚାଲିବ ୭୫ ଦିନ

ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଗ୍ରାହକଙ୍କ ବ୍ୟବହାର ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଉଛି । କେବଳ ଲଞ୍ଚ କରାଯାଉ ନାହିଁ ବରଂ ଦମଦାର ଫିଚର୍ ଏବଂ ପକେଟ୍‌କୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ବଜାର ପ୍ରବେଶ କରୁଛି । ଯାହାକି ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ସହିତ ପ୍ରତିଦିନ ବିଭିନ୍ନ ପ୍ରକାରର ଫୋନ୍ ବଜାରକୁ ଆସୁଛି । ଏଭଳି ଏକ ଫୋନ୍ ଲଞ୍ଚ କରିଛି ୟୁନିହର୍ଜ (Unihertz) ।