ଗୁଗଲ ଲୋକଙ୍କ ହୃଦୟ ଏବଂ ମନରେ ଏକ ସ୍ଥାନ ସୃଷ୍ଟି କରିଛି । ଲୋକମାନେ ଗୁଗଲ ଉପରେ ନିର୍ଭର କରି ଅଜଣା ରାସ୍ତାରେ ଯାତ୍ରା କରନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଯେଉଁଠାରେ ବି ସେମାନେ ଅଟକି ଯିବେ ଗୁଗଲ ସେମାନଙ୍କୁ ରାସ୍ତା ଦେଖାଇବ ।ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ