ଆପଣଙ୍କ ଭଳି ଅନେକ ଲୋକ ବି ଅପେକ୍ଷା କରି ରହିଛନ୍ତି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲକୁ । କାହିଁକିନା ପାର୍ବଣ ଋତୁରେ ସବୁ ଆଇଟମ୍ ଉପରେ ବହୁତ ଭଲ ଭଲ ଆକର୍ଷଣୀୟ ଅଫର ମିଳିଥାଏ । ଖାସ୍ କରି ସ୍ମାର୍ଟଫୋନ ୟୁଜର୍ସ ଏହି ସେଲକୁ ଅପେକ୍ଷା କରି ରହିଥାନ୍ତି କାହିଁକିନା ବ୍ୟାଙ୍କ ଅଫର୍ସ ସହିତ ଆହୁରି ଅନେକ ଡିସକାଉଣ୍ଟ ମଧ୍ୟ ମିଳିଥାଏ ଏହି ସେଲରେ ।ବହୁତ ଜଣଙ୍କର ଇଚ୍ଛା ଥାଏ ଆଇଫୋନ ଧରିବାକୁ । କିନ୍ତୁ ଅଧିକ ଦାମ୍ କାରଣରୁ ଅନେକ ଲୋକଙ୍କ ଇଚ୍ଛା ସେହି ଇଚ୍ଛାରେ ହିଁ ରହିଯାଏ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ, ଆପଣଙ୍କ ଆଇଫୋନ୍ ଧରିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଆଉ ଏବେ ଆସୁଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାହିଁକିନା iphone ୧୨, iphone ୧୩, iphone ୧୪ ମଡେଲକୁ ଆପଣ ବହୁତ କମ୍ ପ୍ରାଇସରେ ନିଜର କରିପାରିବେ ।ତେବେ ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଆଇଫୋନ୍ ୧୫ ଲଞ୍ଚ୍ ପରେ ପୂର୍ବ ଆଇଫୋନ୍ ମଡେଲ ଉପରେ ନଜର ରଖୁଥିବେ କାରଣ ସେଗୁଡିକର ଦାମ୍ ଉପରେ ବହୁତ ହ୍ରାସ ଘଟିଥିବ । ଯାହାଦ୍ୱାରା ବହୁତ ଟଙ୍କା ଆପଣଙ୍କର ବଞ୍ଚିଯିବ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା iphone ୧୨, iphone ୧୩ ଏବଂ iphone ୧୪ର ଦାମ୍ ବିଷୟରେ । ବର୍ତ୍ତମାନ ଏହାର ପ୍ରାଇସ୍ କେତେ ଅଛି ଆଉ ଡିସକାଉଣ୍ଟ ପରେ ଏହାର ପ୍ରାଇସ୍ କେତେ ଆସିଯିବ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post