ଆପଣଙ୍କ ଭଳି ଅନେକ ଲୋକ ବି ଅପେକ୍ଷା କରି ରହିଛନ୍ତି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲକୁ । କାହିଁକିନା ପାର୍ବଣ ଋତୁରେ ସବୁ ଆଇଟମ୍ ଉପରେ ବହୁତ ଭଲ ଭଲ ଆକର୍ଷଣୀୟ ଅଫର ମିଳିଥାଏ । ଖାସ୍ କରି ସ୍ମାର୍ଟଫୋନ ୟୁଜର୍ସ ଏହି ସେଲକୁ ଅପେକ୍ଷା କରି ରହିଥାନ୍ତି କାହିଁକିନା ବ୍ୟାଙ୍କ ଅଫର୍ସ ସହିତ ଆହୁରି ଅନେକ ଡିସକାଉଣ୍ଟ ମଧ୍ୟ ମିଳିଥାଏ ଏହି ସେଲରେ ।ବହୁତ ଜଣଙ୍କର ଇଚ୍ଛା ଥାଏ ଆଇଫୋନ ଧରିବାକୁ । କିନ୍ତୁ ଅଧିକ ଦାମ୍ କାରଣରୁ ଅନେକ ଲୋକଙ୍କ ଇଚ୍ଛା ସେହି ଇଚ୍ଛାରେ ହିଁ ରହିଯାଏ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ, ଆପଣଙ୍କ ଆଇଫୋନ୍ ଧରିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଆଉ ଏବେ ଆସୁଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାହିଁକିନା iphone ୧୨, iphone ୧୩, iphone ୧୪ ମଡେଲକୁ ଆପଣ ବହୁତ କମ୍ ପ୍ରାଇସରେ ନିଜର କରିପାରିବେ ।ତେବେ ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଆଇଫୋନ୍ ୧୫ ଲଞ୍ଚ୍ ପରେ ପୂର୍ବ ଆଇଫୋନ୍ ମଡେଲ ଉପରେ ନଜର ରଖୁଥିବେ କାରଣ ସେଗୁଡିକର ଦାମ୍ ଉପରେ ବହୁତ ହ୍ରାସ ଘଟିଥିବ । ଯାହାଦ୍ୱାରା ବହୁତ ଟଙ୍କା ଆପଣଙ୍କର ବଞ୍ଚିଯିବ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା iphone ୧୨, iphone ୧୩ ଏବଂ iphone ୧୪ର ଦାମ୍ ବିଷୟରେ । ବର୍ତ୍ତମାନ ଏହାର ପ୍ରାଇସ୍ କେତେ ଅଛି ଆଉ ଡିସକାଉଣ୍ଟ ପରେ ଏହାର ପ୍ରାଇସ୍ କେତେ ଆସିଯିବ ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post