ଅନଲାଇନ୍ ଟ୍ରାନଜାକସନର ଟାଇମ୍ ଲିମିଟ୍ କେତେ?
ଯଦି ଆପଣ ସବୁକିଛି ଅନଲାଇନରେ ମଗାଉଛନ୍ତି କିମ୍ବା ଏଥିପାଇଁ ଅନଲାଇନ୍ ମନି ଟ୍ରାନ୍ସଫର କରୁଥିବା ଆପ୍ସ ଉପରେ ନିର୍ଭର କରୁଛନ୍ତି ତାହେଲେ ଏବେ ଆପଣଙ୍କୁ ଏହାର ଟାଇମ ଲିମିଟ ବିଷୟରେ ନିହାତି ଜାଣିବା ଉଚିତ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ସବୁ ଆପର ଏକ ଲିମିଟ୍ ରହିଛି ଏବଂ ଯଦି ଆପଣ ଏହାକୁ ନଜାଣି ବାରମ୍ବାର ଟ୍ରାନଜାକସନ୍ କରିବେ ତାହେଲେ ଟ୍ରାନଜାକସନ୍ ମଝିରେ ହିଁ ବ୍ଲକ ହୋଇଯିବ । ଖାଲି ଏତିକି ନୁହେଁ ଏହି କାରଣରୁ ଆପଣଙ୍କୁ ବହୁତ ସମସ୍ୟା ହୋଇପାରେ । ଏପରି ସମସ୍ୟା ନ ହେଉ ସେଥିପାଇଁ କିଛି କଥାକୁ ଧ୍ୟାନ ରଖିବାକୁ ହେବ । ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ କେଉଁ ୟୁପିଆଇ ପେମେଣ୍ଟରେ କେତେ ରହିଛି ଟ୍ରାନଜାକସନ୍ ଲିମିଟ୍ ।