Browsing Tag

#world

କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ

ମେଟ୍ରୋ ଟିଭି ଓଡିଶା,୧୩/୧: ଦେଶରେ କରୋନାର କାୟା ମାଡିବା ସହ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଲାଣି । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି

ବିଏମସି କାର୍ଯ୍ୟାଳୟରେ କରୋନା

ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ

କର୍ତ୍ତାରପୁର କରିଡରରେ ଭେଟ ହେଲେ ଦୁଇ ଭାଇ

ମେଟ୍ରୋ ଟିଭି ଓଡିଶା,୧୩/୧: କର୍ତ୍ତାରପୁର କରିଡର ପାଲଟିଲା ଦୁଇଭାଇଙ୍କ ମିଳନର ସ୍ଥାନ । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ ଭେଟ ହୋଇଛନ୍ତି ସେମାନେ। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯାଇଥିଲେ । ଉଭୟ

ହ୍ୱାଟ୍ସଆପରେ କିପରି ହୁଏ ମେସେଜ ସିଡ୍ୟୁଲ

ମେଟ୍ରୋ ଟିଭି ଓଡିଶା,୧୩/୧: ଆଜିକା ବ୍ୟସ୍ତ ବହୁଳ ଜୀବନରେ ହ୍ୱାଟ୍ସଆପ ଆପ୍ ଏକ ସହଜ ଓ ସରଳ ଇନଷ୍ଟାଣ୍ଟ ମେସେଜ ଆପ । ଏହାକୁ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ଜ୍ଝ ଏହି ହ୍ୱାସଆପ ଦ୍ୱାରା ମେସେଜ, କଲ୍, ଭିଡିଓ ଓ ଫଟୋ ଦେଖି ହୁଏ । ଯଦିଓ ଜୀବନର ବ୍ୟସ୍ତତା

କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌

ମେଟ୍ରୋ ଟିଭି ଓଡିଶା,୧୩/୧: ଚୀନର ବିଭିନ୍ନ ବିଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ କମାଇବା ପାଇ ଚୀନର ଏକ ଅମାନୁଷିକ ପନ୍ଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହି କରୋନା

୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ

ମେଟ୍ରୋ ଟିଭି ଓଡିଶା,୧୩/୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ୧୩ରନର ଅଗ୍ରଣୀ ହାସଲ କରି ୨ୟ ଇନିଂସରେ ବ୍ୟାଟିଂ କରି ୧୭ ଓଭର ୨ ଓୱେକଟ ହରାଇ ୫୭ରନ କରିଛି ଭାରତ ।କୋହଲି ୧୪ ଓ ପୂଜାରା ୯ରନରେ

ଚୀନ୍‌କୁ ଭାରତୀୟ ଆର୍ମିର ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୨/୧: ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନରବଣେ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଚୀନ ସହତ ଏଲଏସିରେ ଆଶିଂକ ସୌନୟ ପ୍ରତ୍ୟାହାର ହେବା ସହ ବିପଦ ମଧ୍ୟ ଅଛି । ନରବଣେ କହିଛନ୍ତି, ସଂଘର୍ଷ ହେଉଛି ଅନ୍ତିମ ଉପାୟ। ଚେଷ୍ଟା କଲେ ନିହାତି ବିଜୟୀ ହୋଇ ଫେରିବୁ।

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ

ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ

ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ

ବିଶ୍ୱର ୨ୟ ସର୍ବୋଚ୍ଚ ଟାୱାର

ମେଟ୍ରୋ ଟିଭି ଓଡିଶା,୧୦/୧: ବିଶ୍ୱର ସର୍ବୋଚ୍ଚ ଟାୱାର ହେଉଛି ବୁର୍ଜ ଖଲିଫା । ଯାହାର ଉଚ୍ଚତା ୮୨୯.୮ମିଟର ଅର୍ଥାତ ୨,୭୨୨ଫୁଟ କେବଳ ଏହି ଟାୱାରକୁ ଦେଖିବା ପାଇ ବର୍ଷକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ଲୋକ ମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ଟାୱରକୁ ଦେଖିବା ପାଇଁ ଦୁବାଇ ଯାଇଥାନ୍ତି