Browsing Tag

#world

ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire

ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର

ୟୁକ୍ରେନ ଛାଡିବାକୁ ବାଇଡେନ୍‌ଙ୍କ ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୧/୨ : ୟୁକ୍ରେନକୁ ନେଇ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଡିବାରେ ଲାଗିଛି । ଏହାମଧ୍ୟରେ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଛାଡିବାକୁ ୟୁଏସ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏଏଫପି ଖବର ସରବରାହ ସଂସ୍ଥା ସୂଚନା ଦେଇଛି । ଏହାପୂର୍ବରୁ ଆମେରିକା

ଦି ଗ୍ରେଟ୍ ଖଲି ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୦/୨ : ବାହୁବଳୀ ଖଲିଙ୍କୁ ଭଲା କିଏ ନଜାଣନ୍ତି? ସେ ଘରେ ଘରେ ପରିଚିତ THE GREAT KHALI ନାଁରେ । WWE ରେ ଭାରତ ପକ୍ଷରୁ ଖେଳି ସାରା ବିଶ୍ୱରେ ନିଜର ଦବ୍ ଦବା ଜାହିର କରିଥାନ୍ତି । ବର୍ତମାନ ସେହି ରେସଲର୍ ଦି ଗ୍ରେଟ୍ ଖଲି ପଦ୍ମ ଧରିଛନ୍ତି । WWE ରେସଲର୍ ଖଲି

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଇଲା କରୁଛି କଚ୍ଚା ବାଦାମ

ମେଟ୍ରୋ ଟିଭି ଓଡିଶା,୧୦/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଗୀତରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ଏବଂ କ୍ରିକେଟ ଷ୍ଟାର ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାମୀ, ଶ୍ରୀବଲ୍ଲୀ, ଓଁ ଆଣ୍ଟୋ ଗୀତ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ଏହା ମଧ୍ୟରେ

IPL ମେଗା ନିଲାମରେ ମାଲାମାଲ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୧୦/୨ : ଆଇପିଏଲ୍ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି । ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି । ୧୫ଟି ଦେଶରୁ ମୋଟ ୫୯୦ ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି । ୧୦ଟି ଦଳ ନିଲାମ ପୂର୍ବରୁ ୩୩ ଖେଳାଳି

ରିଜର୍ଭ ବ୍ୟାଙ୍କରେ ଜାରି ହେଲା ମୁଦ୍ରା ନୀତି

ମେଟ୍ରୋ ଟିଭି ଓଡିଶା,୯/୨ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ

ଉଦ୍ଧାର ହେଲେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସ୍ୱାମୀ

ମେଟ୍ରୋ ଟିଭି ଓଡିଶା,୯/୨ : ଓ୍ବାଶିଂଟନ୍ର ଡନ୍‌ବାର୍ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସ୍ବାମୀ ଡଗ୍‌ଲସ୍ ଏମ୍‌ହଫ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ

ପୃଥିବୀ ଆଡେ ମାଡି ଆସୁଛି ଆଷ୍ଟ୍ରଏଡ ,ରଚିବ ଧ୍ୱଂସଲୀଳା

ମେଟ୍ରୋ ଟିଭି ଓଡିଶା,୯/୨ : ପୁଣି ଥରେ ପୃଥିବୀ ଆଡକୁ ମୁହାଁଉଛି ବିଶାଳକାୟ ଆଷ୍ଟ୍ରଏଡ । ଆଷ୍ଟ୍ରଏଡର ଆକାର ରହିଛି ୧.୩ କିଲୋମିଟର । ମାର୍ଚ୍ଚ ୪ରେ ପୃଥିବୀ ଏହା ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଓ ଆଷ୍ଟ୍ରଏଡ ମଧ୍ୟରେ ଦୂରତା ରହିବ ୪୯ଲକ୍ଷ ୧୧ହଜାର ୨୯୮ କିଲୋମିଟର । JPL ଏହାକୁ

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ

ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ସୂଚନା

ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ

ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି