Browsing Tag

#world

୨ ଦିନିଆ ପ୍ୟାରିସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ମୋଦିଙ୍କୁ ଏଲିସି ପ୍ୟାଲେସରେ ଭବ୍ୟ ସ୍ଵାଗତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନ । ଏଲିସି ପ୍ୟାଲେସରେ ମୋଦି ରାତ୍ରୀଭୋଜନ କରିବା ସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ୍ ନେଇ…

ଆଜି ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ପରେ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭେଟ୍‌ଘାଟ କାର୍ଯ୍ୟକ୍ରମ । ଫେବୃଆରୀ 12 ଓ 13 ରେ ଟ୍ରମ୍ପଙ୍କ ସହ ପିଏମ୍‌ଙ୍କ ବୈଠକ । ଦ୍ବିତୀୟ କାର୍ଯ୍ୟକାଳ ପାଇଁ କ୍ଷମତା ଗ୍ରହଣ ପରେ ଦୁଇ ନେତାଙ୍କ ମଧ୍ୟରେ ହେବ ପ୍ରଥମ…

୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍‌ ପାଲେଷ୍ଟିନୀୟ ବନ୍ଦୀମାନଙ୍କୁ ମୁକ୍ତ କରିବ। ମୁକ୍ତ ହୋଇଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ଡାକ୍ତରୀ…

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣା । ବିମାନରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ଏହି ଧବଂସାବଶେଷ ଚିହ୍ନଟ କରିଛନ୍ତି । ଆମେରିକାର ପଶ୍ଚିମ ଆଲାସ୍କାରେ ଥିବା ନୋମ ସହରକୁ ଯାଉଥିବା ବିମାନ ଗାଏବ ହୋଇଯାଇଥିଲା । ପରେ ସମୁଦ୍ର ନିକଟରେ ଥିବା ବରଫ…

ଆସନ୍ତାକାଲିଠୁ ଆରମ୍ଭ ପ୍ରେମ ସପ୍ତାହ

ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି…

ଶେଖ ହାସିନାଙ୍କ ବାପଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାସିନାଙ୍କ ଦଳ…

ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା

ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଦୁଇ ବିମାନ ମୁହାଁମୁହିଁ ଧକ୍କା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି। ପୂର୍ବରୁ ମଧ୍ୟ କିଛି ଦିନ ତଳେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଫଳରେ ଅନେକ ଯାତ୍ରୀଙ୍କ ଜୀବନ ମଧ୍ୟ ଯାଇଥିଲା।

ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ…

ସିରିଆର ମନବିଜ୍ ସହରରେ ବୋମା ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ

ଉତ୍ତର ସିରିଆର ମନବିଜ୍ ସହର ଉପକଣ୍ଠରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । କୃଷି ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ନିକଟରେ ଏହି ବିସ୍ଫୋରଣ ଘଟିଛି । ଏକ କାରରେ ଧମାକା ହୋଇଥିବା ବେଳେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ସ୍ଥାନୀୟ ନାଗରିକ ପ୍ରତିରକ୍ଷା…

ଆମେରିକା ଡେମୋକ୍ରାଟ୍‌ ନେତା ଭାବେ ନିର୍ବାଚିତ ହେଲେ କେନ୍‌ ମାର୍ଟିନ୍‌

ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ…