କେନ୍ଦ୍ର ପରେ ଏହି ରାଜ୍ୟ ମଧ୍ୟ ହ୍ରାସ କଲେ ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କ’ଣ ରହିଛି ନୂଆ ଦର
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ )
କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ହ୍ରାସ କରିବା ପରେ କେରଳ ଏବଂ ରାଜସ୍ଥାନରେ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି। ଶନିବାର କେରଳ ସରକାର ରାଜ୍ୟ ପେଟ୍ରୋଲ-ଡିଜେଲ ଦରରେ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ରାଜ୍ୟ ଶୁଳ୍କ!-->!-->!-->…