ଭାଗ୍ୟ ହେବ ତ ଏମିତି
ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)
ମାସ ଯାକ କାମ କରିବା ପରେ ପ୍ରତ୍ୟେକ କର୍ମଚାରୀ ପହିଲାକୁ ଅପେକ୍ଷା କରିଥାନ୍ତି। କାରଣଟି ହେଉଛି ଦରମା। ମାସ ଶେଷରେ ଦରମା ମିଳିବାର ଖୁସି ଅଲଗା ପ୍ରକାର ଥାଏ। ଏବେ ଏହି ଦରମାକୁ ନେଇ ଏକ ନିଆରା ମାମଲା ସାମ୍ନାକୁ ଆସିିଛି। ଚିଲିର ଏକ କମ୍ପାନୀ!-->!-->!-->…