Browsing Tag

#world

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ରେକର୍ଡ କରୁଛି ଇଣ୍ଡିଆ: ୯ମ ଦିନରେ କୁସ୍ତିରେ ପୁଣି ୩ ସ୍ବର୍ଣ୍ଣ

ଭାରତ ପାଇଁ ନବମ ଦିନରେ ଅନେକ ରେକର୍ଡ ହୋଇଛି। କୁସ୍ତିରେ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛି ଭାରତ। ମହିଳା ବର୍ଗରେ ରେସଲର ଭିନେଶ ଫୋଗାଟ ଓ ପୁରୁଷ ବର୍ଗରେ ରବି ଦାହିୟା ଏବଂ ନବୀନ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିର

ଭାରତ ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କଲା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଆଗୁଆ ୩-୧ରେ ଜିତିନେଇଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଭାରତ ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ପ୍ରଥମେ ଭାରତ ୧୯୧ ରନ୍ କରିଥିଲା । ୱେଷ୍ଟଇଣ୍ଡିଜ୍ ୧୩୨ରେ ସମସ୍ତ ୱିକେଟ୍ ହରାଇଥିଲା । ରୋହିତ ଶର୍ମା

ଯୁଦ୍ଧ ଆଶଂକା ମଧ୍ୟରେ ତାଇୱାନକୁ ବଡ ଝଟକା

ସମୟ ବଢିବା ସହିତ ଚୀନ୍ ଓ ତାଇବାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ଗତକାଲି ଚୀନର ଲଢୁଆ ବିମାନ ତାଇବାନ୍ ସୀମାରେ ଉଡିଥିବା ବେଳେ ଆଜି ତାଇୱାନକୁ ଲାଗିଛି ବଡ ଝଟକା । ତାଇୱାନର ମିଜାଇଲ୍ ଡେଭଲପମେଣ୍ଟ ଚିଫ୍ ଅଫିସରଙ୍କ ମୃତ ଦେହ ମିଳିଛି । ଏକ ହୋଟେଲ ରୁମରେ

ତାଇଓ୍ବାନ ସୀମାରେ ଚୀନର ମିସାଇଲ ମାଡ଼

ଚୀନ୍ ଏବେ ତାଇଓ୍ବାନକୁ ଡରାଉଛି । କୁହାଯାଉଛି ଚୀନ ଓ ତାଇୱାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଚୀନ୍ ଓ ତାଇୱାନ୍ ମଧ୍ୟରେ ଦେଖାଯାଇଥିବା ବିବାଦ ଭିତରେ ଲଗାତାର ମାସାଇଲ ମାଡ କରୁଛି ଚୀନ । ଯଦିଓ ଏଥିରେ କିଛି ଧନଜୀବନ ନଷ୍ଟ ହୋଇନାହିଁ ତେବେ ତାଇଓ୍ବାନ କହିଛି ଏସବୁ ମିସାଇଲ ତାର

ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ରାଷ୍ଟ୍ରପତିଙ୍କୁ ଭେଟିଲେ ମାଳଦୀପ ରାଷ୍ଟ୍ରପତି

ମାଳଦୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମୋହମ୍ମଦ ସୋଲିହ ଆଜି (ଅଗଷ୍ଟ ୨, ୨୦୨୨) ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି । ରାଷ୍ଟ୍ରପତି ସୋଲିହଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଅବସରରେ ରାଷ୍ଟ୍ରପତି କହିଛନ୍ତି ଭାରତର

ଆମେରିକାର ମିସାଇଲ୍‌ ମାଡ଼ରେ ଅଲକାଏଦା ନେତା ନିହତ

ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍‌ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି । ତେଣୁ ସେ ଆଇସୋଲେସନରେ

ଟୁଇଟର୍‌ ବିପକ୍ଷରେ ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

ଶୁକ୍ରବାର ଦିନ ଏଲନ୍‌ ମସ୍କ୍‌ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି।‘ଟୁଇଟର୍‌’କୁ ଖରିଦ କରିବା ପାଇଁ ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିବାରୁ