ଆମେରିକୀୟ ସେନାକୁ ସିରଆ ସୀମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍: ୩ ସେନା ମୃତ
ଜୋର୍ଡାନ: ସିରିଆ ସୀମା ଜୋର୍ଡାନ ଅଂଚଳରେ ଥିବା ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣରେ ୩ଜଣ ସେନାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି…