Browsing Tag

#world

ହେଜବୋଲ୍ଲାର ଇସ୍ରାଇଲ ଉପରକୁ ଭୟାନକ ଆକ୍ରମଣ

ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଥିଲା। ଯେଉଁଥିରେ ୪ଜଣ ଇସ୍ରାଏଲ ପ୍ରତିରକ୍ଷା…

ସାହାରା ମରଭୂମିରେ କାହିଁକି ହେଲା ବନ୍ୟା

ମରୁଭୂମିରେ ବନ୍ୟା । ଆଜ୍ଞା ହଁ ଏପରି ଏବେ ଦେଖିବାକୁ ମିଳିଛି ସାହାରା ମରୁଭୂମିରେ । ଯେଉଁଠି ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠାରେ ଏତେ ବର୍ଷା ହୋଇଛି ଯେ ବନ୍ୟା ଆସିଛି । ବର୍ଷା ପାଇଁ ବନ୍ୟା ହୋଇଥିବା କୁହାଯାଉଛି । କେବେ ବି ଅକ୍ଟୋବର ମାସରେ ବର୍ଷା ହୋଇନଥାଏ ।…

ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼

ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି।…

ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ଭଲ ବନ୍ଧୁ ଏବଂ ଚମତ୍କାର ବ୍ୟକ୍ତିତ୍ବ’ ବୋଲି କହିଛନ୍ତି।…

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଅଣ୍ଟା ଭାଙ୍ଗୁଛି ଇସ୍ରାଏଲ

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଏବେ ଲୁୁଚି ଲୁଚି ଆକ୍ରମଣ କରୁଛି । ଲେବାନନ ଏହି ସଂଗଠନକୁ ସମର୍ଥନ କରୁଥିବାରୁ ଇସ୍ରାଏଲ ଚେତାବନୀ ଦେଇଛି । ପ୍ରତିଶୋଧ ନେବାକୁ ଗତରାତିରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍‌ରେ ଅଧିକ ସୈନ୍ୟ…

ବର୍ଷକରେ ଗାଜା ପାଲଟିଲା ଭୂତ ସହର

ଇସ୍ରାଏଲ୍‌-ହମାସ୍‌ ର  ଆକ୍ରମଣ ପରେ ଏବେ ଗାଜା ଆଉ ସହର ହୋଇନାହିଁ । ଅନେକ ଅଟ୍ଟାଳିକା ଧ୍ବଂସ ହେବା ପରେ ଆଉ ଯେଉଁ ଘର ରହିଛି ସେଠାରେ କେହି ରହୁନାହାଁନ୍ତି । ପାଣି ନାହିଁ, ବିଜୁଳି ନାହିଁ । କେବଳ ଭୂତ ସହର କୁହାଯାଉଛି ଗାଜାକୁ । ଭଂଗା ଘର ତଳେ ହଜାର ହଜାର ଶବ ପୋତି ହୋଇ ରହିଛି ।…

ବର୍ଷେ ବିତିଲା ହମାସ କିପରି କରୁଛି ଯୁଦ୍ଧ ?

2021 ମସିହାରେ ଇସ୍ରାଏଲ ଏକ ଛୋଟ ଯୁଦ୍ଧ କରିଥିଲା ।  11 ଦିନିଆ ଆକ୍ରମଣରେ ହମାସ ଇସ୍ରାଏଲ ଉପରେ 4,300 ରକେଟ ଗୁଳି ଚଳାଇଥିଲା। କିନ୍ତୁ ଇସ୍ରାଏଲ ହମାସ ଉପରେ ବୋମା ମାଡ଼ କରି ଅଣ୍ଟା ଭାଙ୍ଗି ଦେଇଥିଲା । ଏହାପରେ  ହାମାସ ଇସ୍ରାଏଲ ସହିତ ପ୍ରତିଦ୍ୱନ୍ଦ୍ୱିତା…

କଣ ଘଟିଥିଲା ସେଦିନ? ହମାସ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ବର୍ଷେ ପୁରିଲା

ହମାସ୍‌ ସାଜିଥିଲା ରାକ୍ଷସ । ଆତଙ୍କବାଦୀମାନେ ରକ୍ତର ହୋରି ଖେଳିଥିଲେ ।  ମହିଳାଙ୍କୁ ଘୋଷାଡ଼ି ନେଇଥିଲେ ଆତଙ୍କବାଦୀ । ରେପ କରିଥିଲେ,  କାହାର ବ୍ରେଷ୍ଟ କାଟିଥିଲ, କାହାକୁ ଗୁଳି କରିଥିଲେ । ସାଧାରଣ ଜନତା ଏବଂ ସେନାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଘରେ ପଶି ସଂହାରଲିଲା କରିଥିଲେ ।…

୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜୁ  …

ପ୍ରଥମରୁ ଝୁଣ୍ଟିଲା ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଲା

ଲଗାତାର 10ଟି ମ୍ୟାଚ ହାରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ବକପ୍ ଆରମ୍ଭରୁ ଭାରତକୁ ହରାଇଛି । ଲଗାତାର ଉଇକେଟ ପଡ଼ିବାରୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।  ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ…