ଏବେ କିଣିପାରିବେ ଶସ୍ତାରେ ଟିଭି: ଶସ୍ତା ହେବ ଟିଭି ଦେଖା
ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ । କେବୁଲ ବିଲ୍ ପୈଠ କରିବାକୁ…