Browsing Tag

#sports

୨୮ରୁ ଓଡ଼ିଶାରେ ପୁଣି ହକି ଇଣ୍ଡିଆ ଲିଗ

ହକି ଇଣ୍ଡିଆ ଲିଗ୍ ମ୍ୟାଚର ଚମକରେ ଚମକିବ ରାଉରକେଲା ସମେତ ସୁନ୍ଦରଗଡ଼ । ଖୁବଶୀଘ୍ର ମୈଦାନକୁ ଓହ୍ଲାଇବେ ୮ଟି ଭାରତୀୟ ପୁରୁଷ ହକି ଦଳର ଖେଳାଳି ସାଙ୍ଗକୁ ବିଦେଶୀ ଖେଳାଳୀ । ବଲିଉଡ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ ମହୋତ୍ସବ ସହିତ ଶୁଭାରମ୍ଭ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ…

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ…

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା । ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତ ଆଇସିସି ପକ୍ଷରୁ ଭେନ୍ୟୁ ତାଲିକା ପ୍ରକାଶ ପାଇଛି । ପାକିସ୍ତାନରେ ଆଇସିସି…

ଚତୁର୍ଥ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ବଡ଼ ପଦକ୍ଷେପ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ରହିଛି। ଏଭଳି ସ୍ଥିତିରେ ଏହି ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ପୂର୍ବରୁ କଙ୍ଗାରୁମାନେ ଏକ ବଡ଼ ପଦକ୍ଷେପ…

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଅଶ୍ଵିନ

ଗାବା ଟେଷ୍ଟ ପରେ ଅବସର ଘୋଷଣା କଲେ ଅଶ୍ଵିନ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିଚନ୍ଦ୍ରନ୍‌ ଅଶ୍ଵିନ ଅବସର ନେଇଛନ୍ତି । ଟେଷ୍ଟ କ୍ୟାରିୟରରେ 500ରୁ ଅଧିକ ୱିକେଟ୍‌ ନେଇ ରେକର୍ଡ । 106ଟି ଟେଷ୍ଟ ମ୍ୟାଚ୍ ଖେଳି 537 ୱିକେଟ୍‌ ନେଇଛନ୍ତି ଅଶ୍ଵିନ ।  116ଟି ଦିନିକିଆ ମ୍ୟାଚ୍‌ରୁ 156…

ଗାବାରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର

ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ ମ୍ୟାଚ ଆରମ୍ଭ ହୋଇପାରିଲା ନାହିଁ। ବର୍ଷା ଏବଂ କମ ଆଲୋକକୁ…

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କଲେ ସ୍ମୃତି ମନ୍ଧାନା

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଶତକ ହାସଲ କରିଥିଲେ ମଧ୍ୟ ୧୦୫ ରନ୍ ରେ ବୋଲିଂ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପର୍ଥରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୯୯ ରନର ଟାର୍ଗେଟ…

ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ

ଚଳିତ ଆଇଏସ୍‌ଏଲ୍‌ରେ ଗୁରୁବାର ଓଡ଼ିଶା ଏଫ୍‌ସି ଚମତ୍କାର ଭାବେ ଇଷ୍ଟ୍‌ବେଙ୍ଗଲ୍ ଏଫ୍‌ସିକୁ ତା’ ନିଜ ପଡ଼ିଆରେ ହରାଇଛି। କୋଲ୍‌କାତାର ସଲ୍ଟ ଲେକ୍‌ସ୍ଥିତ ବିବେକାନନ୍ଦ କ୍ରୀଡ଼ା ଭାରତୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ର…

୨୦୩୪ର ଫୁଟବଲ ଫିଫା ବିଶ୍ୱକପ୍ ସାଉଦି ଆରବରେ ହେବ

ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଛି। ଏହାବ୍ୟତୀତ ୨୦୩୦ ଫିଫା ବିଶ୍ୱକପ୍ ମଧ୍ୟ ଘୋଷଣା କରାଯାଇଛି। ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ। ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଏହା ଘୋଷଣା…

BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ଉଦ୍‌ଘାଟିତ ହୋଇଛି

BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି। ମହିଳା ଏକକ  ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ଝିଅ ହର୍ଷିତା ରାଉତ କଡ଼ା…