ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ
ମଉଳିଲା ଭାରତର WTC ଫାଇନାଲରେ ପହଞ୍ଚିବାର ଆଶା । ପଞ୍ଚମ ଟେଷ୍ଟରେ ୧୬୨ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ବାଜି ମାରିଛି । ଏଥିସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ କବଜା କରିଛି । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ ନେଇଥିଲେ । ତେବେ…