ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଦଳର ଅଧିନାୟକ
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମା ଦଳର ଅଧିନାୟକ ଥିବା ବେଳେ ଶୁଭମନ ଗିଲ ଉପଅଧିନାୟକ ରହିଛନ୍ତି । ପ୍ରଥମଥର ପାଇଁ ଶୁଭମନ ଗିଲ ଉପଅଧିନାୟକ ହେବେ । ଫେବ୍ରୁଆରୀ ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ…