ଆସନ୍ତାକାଲିଠାରୁ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି
ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି । ତାତି ପାଇଁ ଘରୁ ବାହାରି ହେଉନାହିଁ । ସ୍କୁଲକୁ ପିଲା କିପରି ଯିବେ ଏନେଇ ଅଭିଯୋଗ ଉଠିବା ପରେ ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାପମାତ୍ରା ଅହେତୁକ ଭାବେ ବୃଦ୍ଧି…