ବିଦେଶ ମନ୍ତ୍ରୀ ଆଜି ମନୋନୟନପତ୍ର ଦାଖଲ କରିବେ ଜୟଶଙ୍କର
ଗାନ୍ଧୀନଗର: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁଜରାଟରୁ ରାଜ୍ୟସଭା ପାଇଁ ଆଜି ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ପହଁଚିଛନ୍ତି ଜୟଶଙ୍କର । ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି…