Trending
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Browsing Tag
#RBI
ଆରବିଆଇର ନୂଆ ନିୟମ ବିନା ଇଣ୍ଟରନେଟ୍ରେ ହୋଇପାରିବ ଡିଜିଟାଲ ପେମେଣ୍ଟସ୍
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଭାରତ ଏକ ଗ୍ରାମ୍ୟବହୁଳ ରାଷ୍ଟ୍ର ଯେଉଠି ଗାଁ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଭିତରେ ରୁହନ୍ତି । ଆଜି ଯାଏ ଏହି ସବୁ ଗାଁକୁ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନାହିଁ । ତଥାପି ଏହି ସବୁ ଗାଁର ବିକାଶ ପାଇ ସରକାର କାର୍ଯ୍ୟରତ । ଏହି ଗାଁ ଗୁଡିକର ଡିଜିଟାଲ!-->!-->!-->…
ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର
ମେଟ୍ରୋ ଟିଭି ବ୍ୟୁରୋ ,୧/୧: ବର୍ଷର ଆରମ୍ବରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍ କାରବାର । ଏଣିକି ଅଧିକ ଏଟିଏମ୍ ବ୍ୟବହାର ପାଇ ଦେବାକୁ ହେବ ଏଟିଏମ୍ ଫି । ଜୁନ ମାସରେ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗ୍ରାହକମାନଙ୍କୁ ମାଗଣା ଅନୁମତିଯୋଗ୍ୟ ସୀମାଠାରୁ!-->!-->!-->…
ନୂଆ ବର୍ଷର ଆରମ୍ଭରୁ ବନ୍ଦ ରହିବ ବ୍ୟାଙ୍କ ସେବା
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆଉ କିଛିଟା ଦିନ ଭିତରେ ଆମଠୁ ବିଦାୟ ନେବ ୨୦୨୧ । ନୂଆ ବର୍ଷର ନୂଆ ଆରମ୍ଭରେ ବ୍ୟାଙ୍କର ସେବା ବନ୍ଦ ରହୁଛି ।ଏଥିନେଇ ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ୬ଦିନ ବ୍ୟାଙ୍କ ଛୁଟି ରହିଛ ।ବ୍ୟାଙ୍କ କର୍ମଚାରୀଙ୍କ ପାର୍ଟ ଏବେ ବଡ଼ଦିନ ଠାରୁ ଆରମ୍ଭ ହୋଇ!-->…