Browsing Tag

Ratha Anukula

ଶ୍ରୀଜୀଉଙ୍କ ରଥ ଅନୁକୂଳ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପବିତ୍ର  ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖାଯାଇଛି । ରଥଖଳାରେ  ହୋମ ଯଜ୍ଞ ପରେ ରଥ ନିର୍ମାଣ ଅନୁକୂଳ ହେବ ।…