Browsing Tag

Puri

୧୪ରୁ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ

କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ…

ମହୋଦଧି କୂଳରେ ମଦ ଦୋକାନ ହେବନାହିଁ

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ ବିକ୍ରୟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ଏହାକୁ ସବୁ ମହଲରେ କଡ଼ା ବିରୋଧ କରିବାକୁ ସରକାର ପୁରୀ ବେଳାଭୂମିରେ ମଦ ଦେକାନ ଖୋଲାଯିବ ନାହିଁ ବୋଲି କହିଛନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କୁ…

ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ କରିବେ ମହାପ୍ରଭୁ । ବଡ଼ଦାଣ୍ଡରୁ ଭକ୍ତଙ୍କଠାରୁ ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ପୁଣି ତିନି ଠାକୁର । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ ।