Browsing Tag

Pulwama Attack Anniversary

ପୁଲୱାମା ଆକ୍ରମଣରେ ସହିଦମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ ଦେଶ

ପୁଲୱାମା ଆକ୍ରମଣକୁ ୪ ବର୍ଷ ପୁରିଛି ।  ସହିଦମାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଉପଲକ୍ଷେ ସିଆରପିଏଫ ପକ୍ଷରୁ ସହିଦ ବୀର ଯବାନଙ୍କୁ ମନେ ପକାଇବା ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି । ଆଜି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସହିଦମାନଙ୍କୁ ଲୁହ ଛଳ ଛଳ ଆଖିରେ…