Browsing Tag

Politics

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ ହୋଇଛି। ଲୋକସଭା ନିର୍ବାଚନ ସମୟରେ ୧୦୦ଦିନର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଶପଥ ଗ୍ରହଣ କରିବାର ୧୦୦ଦିନ ମଧ୍ୟରେ ୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସବୁଜ ସଙ୍କେତ ଦେଇଥିଲେ। ଦେଶର ଭିତ୍ତିଭୂମି ଉପରେ ସର୍ବାଧିକ ଧ୍ୟାନ…

ୟୁପିରେ 10 ବିଧାନସଭା ଆସନରେ ଉପ-ନିର୍ବାଚନ  କିଏ ମାରିବା ବାଜି

ଲକ୍ଷ୍ନୋ : ୟୁପିର 10 ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଯଦିଓ ନିର୍ବାଚନ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ୟୁପି ରାଜନୀତି ସମ୍ପୂର୍ଣ୍ଣ ଭାବେ ଉତ୍ତପ୍ତ ରହିଛି। ସମସ୍ତ 10 ଟି ବିଧାନସଭା ଆସନରେ ବିଜେପି ଦାୟିତ୍ୱ ନିର୍ବାହ କରିଥିବାବେଳେ ଏସପି ଏବଂ କଂଗ୍ରେସ ମଧ୍ୟ…

ଖଲ୍ଲିକୋଟରେ ବାଜି ମାରିଲା ବିଜେପି,କେନ୍ଦ୍ରାପଡ଼ାରେ ବିଜେଡି

ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ…

ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର:  ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା କିନ୍ତୁ, ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲେ। ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି। ବିରୋଧୀଙ୍କ…

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଏହି ରାଜନୈତିକ ହଲଚଲକୁ ଅଧିକ ତୀବ୍ର କରିଛି। ଚର୍ଚ୍ଚା ହେଉଛି, ଜେଏମଏମ୍ ଛାଡ଼ି ଆଜି ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ୍। ନିଜ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ…

ଆଳୁ ମିଶନ ଫେଲ୍ ପଛର କାରଣ କଣ

ଭୁବନେଶ୍ବର: ରାଜ୍ୟରେ ଆଳୁମିଶନ କାହିଁକି ଫେଲ ହେଲା । ଏହାର ଉତ୍ତର କିଏ ଦେବ । ରାଜ୍ୟ ସରକାର ଏ ଦିଗରେ କାରଣ ଖୋଜିବାକୁ କହିଛନ୍ତି  କଂଗ୍ରେସ ନେତା ବିଜୟ ପଟ୍ଟନାୟକ   ।  ତାଙ୍କ କହିବା କଥା ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି  ରାଜ୍ୟ ସରକାର କାମ କରୁଛନ୍ତି। କିନ୍ତୁ ପୂର୍ବରୁ ଆଳୁ…

ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ଚିନ୍ତା ପ୍ରକଟ କଲେ ମୋଦି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୋଦି…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା କହିଲେ ରାଜ୍ୟରେ ଏପରି ସରକାର ରହିବା ଉଚିତ ନୁହେଁ

ଭୁବନେଶ୍ବର : ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଆଇନକାନୁନଠୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛନ୍ତି ନଡ୍ଡା । ଏହା ସହ  ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ …

ପରିବାରବାଦ, ତୁଷ୍ଟିକରଣ ଏବଂ ଦୁର୍ନୀତି ଦେଶପାଇଁ ବିପଦ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ମୋଦୀ@20 : ଡ୍ରିମ୍ସ ମିଟ୍‌ ଡିଲିଭରୀର ଓଡ଼ିଶା ଚାପ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଥିଲେ ଯେ, ଶ୍ରୀ ନରେନ୍ଦ୍ର

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍‌ ଗ୍ରହଣ କରାଯାଇଥିଲା । ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି ।  ଭାରତୀୟ ଗଣତନ୍ତ୍ରରେ