ପିତୃ ପକ୍ଷରେ ବିନ୍ଦୁସାଗର କୂଳ ଚଳଚଞ୍ଚଳ
ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ତଥା ଅପରପକ୍ଷର ଅନ୍ତିମ ଦିନ ଅମାବାସ୍ୟା ଅକ୍ଟୋବର ୧୪ ପର୍ଯ୍ୟନ୍ତ ପିତୃପକ୍ଷ ଲାଗିରହିବ। ବିଶ୍ବାସ ଓ ବିଧି ଅନୁସାରେ ଏହି ପକ୍ଷରେ ଲୋକେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ପିଣ୍ଡଦାନ କରିବେ। ନିଜର ପିତୃ୍ପୁରୁଷଙ୍କ…