ବିଶ୍ବକପ କ୍ରିକେଟ୍: ନେଦରଲାଣ୍ଡ୍ସକୁ ୮୧ ରନ୍ରେ ପରାସ୍ତ କଲା ପାକିସ୍ତାନ
ହାଇଦ୍ରାବାଦ୍: ଆଇସିସି କ୍ରିକେଟ୍ ବିଶ୍ବକପ୍-୨୦୨୩ର ଦ୍ବିତୀୟ ମୁକାବିଲାରେ ନେଦରଲାଣ୍ଡ୍ସକୁ ୮୧ ରନ୍ରେ ପରାସ୍ତ କଲା ପାକିସ୍ତାନ । ୨୮୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ନେଦରଲାଣ୍ଡ୍ସକୁ ପାକିସ୍ତାନ ଟିମ୍ ୮୧ ରନ୍ରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ…