Browsing Tag

#omicron

ଏସ୍‌ଆର୍‌ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍‌ଆର୍‌ସି ଙ୍କ ପକ୍ଷରୁ

ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ

ଦେଶରେ ଲକ୍ଷେ ପାର କଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ଦେଶରେ କରୋନାର କାୟା ମାଡିବାର ଲାଗିଲାଣି । ଏହି କାୟା ଧିରେ ଧିରେ ଲକ୍ଷେ ଟପିଲାଣି । ଦେଶରେ ଗୋଟିଏ ଦିନରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୨୮.୮ପ୍ରତିଶତ ବଢିଛି ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ଦେଶରେ

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ

ଓମିକ୍ରନ ଚିହ୍ନଟ କରିବ ଓମିସୁର

ମେଟ୍ରୋ ଟିଭି ଓଡିଶା,୫/୧: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ କିଟ୍ ଅନୁମୋଦନ କରିଛି ଯାହା ଓମିକ୍ରନ୍ ଚିହ୍ନଟ କରିବାରେ ବ୍ୟବହୃତ ହେବ । ଏହି କିଟ୍ ଟାଟା ମେଡିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ଦ୍ୱାରା ନିର୍ମିତ ଏବଂ ଏହାର ନାମ ଓମିସୁର । ଭାରତରେ ଓମିକ୍ରନ୍

ଆଜିଠୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦେଶରେ ୧୫ରୁ ୧୮ ବର୍ଷ କିଶୋର ,କିଶୋରୀଙ୍କୁ ଆଜିଠାରୁ କରୋନା ଟୀକା ଦିଆଯିବ । ଏଥିପ୍ଧବ ହିତାଧିକାରୀଙ୍କ ପଞ୍ଜିକରଣ ନୂଆବର୍ଷ ଶନିବାର ଠାରୁ ଆରମ୍ଭ ହୋଇଛି ।କିଶୋର ମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କହିଛନ୍ତି

ଓଡିଶାରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ,ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଓଡିଶାରେ ବଢିଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।ସୂଚନା ଅନୁଯାୟୀ ରାଜ୍ୟରେ