Browsing Tag

#olympics

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ

ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ।…

ସ୍ୱର୍ଣ୍ଣ ପଦକ ବିଜେତା ହକି କ୍ୟାପଟେନ ଚରଣଜିତ ସିଂଙ୍କ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୨୭/୧ : ଭାରତର ୧୯୬୪ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ହକି ଦଳର କ୍ୟାପଟେନ ଚରଣଜିତ ସିଂ ଗୁରୁବାର ଦିନ ହିମାଚଳ ପ୍ରଦେଶର ଉନାରେ ତାଙ୍କ ଘରେ ହୃଦ୍ଘାତର ଶିକାର ହୋଇଥିଲେ। ପୂର୍ବତନ ମିଡଫିଲ୍ଡର ୯୦ ବର୍ଷ ଥିଲା ଏବଂ ଆସନ୍ତା ମାସରେ ୯୧ ବର୍ଷ ହୋଇଥାନ୍ତା ।