Browsing Tag

#ollywood

୫୦ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି।  ଏହି ୫୦ ଦିନରେ ପ୍ରାୟ…

ଜାନୁଆରିରେ ଆସୁଛି ବର୍ଷାଙ୍କ “WIFE”

ସୁରକ୍ଷା-ସମ୍ମାନ-ସଂସ୍କୃତି ଆଉ ସହନଶୀଳତା । ଏଇ 4 ଫଣ୍ଡାକୁ ନେଇ ବର୍ଷା ଆସୁଛନ୍ତି ୱାଇଫ୍ ହୋଇ । ପୁଣି ଥରେ ବର୍ଷାଙ୍କ ଫିଲ୍ମର ଗୀତ ମାର୍କେଟରେ ଧୂମ୍ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ନେଇ ନିଜେ ଘୋଷଣା କରିଛନ୍ତି ବର୍ଷା। ଫିଲ୍ମର କାହାଣୀକୁ…

ବାହା ହେଲେ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ

ମେଟ୍ରୋ ଟିଭି ଓଡିଶା,୨୬/୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି । ସୂଚନା ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ