Browsing Tag

#odisha

ପଞ୍ଚମ ଓଡ଼ିଶା କୁଇନ ର ବ୍ରାଣ୍ଡ ଆମ୍ବାସଡ଼ର ଅର୍ଚ୍ଚିତା

ଓଡ଼ିଶା କୁଇନ୍ କଲ୍‌ଚରାଲ୍‌ ଫେଷ୍ଟ ଇଭେଣ୍ଟ ଓ ଆର୍‌ ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍‌ସ ଆୟୋଜିତ ପଞ୍ଚମ ‘ଓଡ଼ିଶା କୁଇନ୍’ର ଅଡିସନ୍ ଆଗାମୀ ୧୭ ତାରିଖରୁ ବ୍ରହ୍ମପୁରରୁ ଆରମ୍ଭ ହେଉଛି। ତା’ପରେ କଟକରେ ଅଡିସନ୍ ୨୪ ତାରିଖରେ ଓ ଭୁବନେଶ୍ବରରେ ଶେଷ ଅଡିସନ୍ ସେପ୍‌ଟେମ୍ବର ୧୨ରେ ଅନୁଷ୍ଠିତ…

ଟ୍ରେନ ଭଡ଼ାରେ 20 ପ୍ରତିଶତ ରିହାତି

ପାର୍ବଣ ସମୟରେ ଯାତ୍ରୀଙ୍କ ଯିବାଆସିବା ଭିଡକୁ ଦେଖି ରେଳ ମନ୍ତ୍ରାଳୟ ଶନିବାର ଏକ ବଡ଼ ଘୋଷଣା କରିଛି। ଏହି ଘୋଷଣା ଅଧୀନରେ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ମଧ୍ୟରେ ଯାତ୍ରା କରୁଥିବା ଏବଂ ନଭେମ୍ବର ୧୭ ରୁ ଡିସେମ୍ବର ୧ ମଧ୍ୟରେ ସମାନ ଟ୍ରେନରେ ଫେରିବା ଯାତ୍ରୀମାନଙ୍କୁ ଫେରିବା ଟିକେଟ ଭଡ଼ା…

ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ

ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଜିମ୍ବାଓ୍ବେକୁ ଗୋଟିଏ ପାଳି ଓ ୩୫୯ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ସହିତ ୨ ଟିକିଆ ଟେଷ୍ଟ ସିରିଜକୁ ୨-୦ରେ ହାତେଇଛି ନ୍ୟୁଜିଲାଣ୍ଡ । ସ୍ଥାନୀୟ କ୍ବିନ୍ସ  …

ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି

ଆଜି ପବିତ୍ର ରାଖିପୂର୍ଣ୍ଣିମା । ଏହା ସହ  ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ପ୍ରତି ଘରେ ଭଉଣୀମାନେ ଭାଇ ହାତରେ ରାଖି ବାନ୍ଧି ସୁଖ ମନାସିଛନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରାଖି ପିନ୍ଧିଛନ୍ତି ଚତୁଦ୍ଧାମୂର୍ତ୍ତି।  ଗହ୍ମା…

ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା

ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।…

ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ସିବିଆଇର ଚଢାଉ

ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍‌ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର ଏକ…

୫୦ ପ୍ରତିଶତ ଟାରିଫ ଲାଗିବା ପରେ ଏକାଠି ହେଲେ ଭାରତ – ବ୍ରାଜିଲ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଓ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଯିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଫୋନରେ ଆଲୋଚନା କରିଛନ୍ତି। ଲୁଲା ପ୍ରକାଶ କରିଛନ୍ତି ଯେ, ସେମାନେ…

ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ୩୦ହଜାର କୋଟିର ଉପହାର ଘୋଷଣା କଲେ କେନ୍ଦ୍ର ସରକାର

ଏଲପିଜି ଦର ସ୍ଥିର ରଖିବା ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା। ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ଘୋଷଣା କଲେ ୩୦ହଜାର କୋଟିର ଉପହାର। କେନ୍ଦ୍ର କ୍ୟାବିନେଟ୍ ଆଜି ମୋଟ ୫୨,୬୬୭ କୋଟି ଟଙ୍କାର ପାଣ୍ଠି/ପ୍ରକଳ୍ପକୁ ଅନୁମୋଦନ କରିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ…

ଯିଏ ସଲମାନଙ୍କ ସହ କାମ କରିବ ସେ ମରିବ – ଲରେନ୍ସ ବିଷ୍ଣୋଇ

କାନାଡାର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। କିଏ ଓ କାହିଁକି ଏଭଳି…

ଟ୍ରମ୍ପଙ୍କ ଶୁକ୍ଳ ଚଡ଼କ -ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ ପ୍ରତିଶତ କମିବ

ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ  ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ଆମେରିକା…