Browsing Tag

#odisha

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ପୁରୁଣା ସାଙ୍ଗମାନଙ୍କ ସହ ବନ୍ଧୁମିଳନ ହେବାର ଶୁଭ ଯୋଗ ରହିଛି। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ ଏବଂ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଆପଣ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନିଜର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଁ ଆପଣଙ୍କୁ ଏକ ବଡ଼ ସୁଯୋଗ…

ରାଜ୍ୟ କ୍ୟାବିନେଟ୍‌ରେ ଉଚ୍ଚସ୍ତରୀୟ ବୈଠକ, ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ର ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ରେ ଶୁକ୍ରବାର ଦିନ ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋ‌କସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏହି ଆଧାରରେ ରାଜ୍ୟର ତିନିଟି ପ୍ରମୁଖ ସହରରେ…

ବଡ଼ ପରଦାରେ ରିଲିଜ୍ ହେଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ “ଦ ରାଜା ସାବ”

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ "ଦ ରାଜା ସାବ" ଆଜି ଅର୍ଥାତ୍ ୯ ଜାନୁଆରୀରେ ବଡ଼ ପରଦାରେ ରିଲିଜ୍ ହୋଇଛି । ଫିଲ୍ମ ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମ ପରଦାକୁ ଆସିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାକୁ ଥିଏଟରରେ ଭିଡ଼ ଜମିଥିଲା । ଯାହାକୁ…

ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ,୯.୧୯ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନିବେଶକ ମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଥିବାରୁ ‌ଚଳିତ ସପ୍ତାହରେ ସେନ୍‌ସେକ୍ସ ଲଗାତାର ଭାବେ ତଳକୁ ଖସୁଛି। ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ଘଟିଛି। ଫଳରେ ନିବେଶକମାନେ ୯.୧୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ସେନ୍‌ସେକ୍ସ ୭୮୦ ପଏଣ୍ଟ୍‌ ହ୍ରାସ ପାଇ…

ଜାନୁୟାରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ ,ଫେବୃଆରୀ ୧ ରେ ଆସିବ ବଜେଟ

ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୮ରୁ ଆରମ୍ଭ ହୋଇପାରେ ଓ କେନ୍ଦ୍ରୀୟ ବଜେଟ୍ ୧ ଫେବୃଆରୀ ରବିବାର ଉପସ୍ଥାପନ ହୋଇପାରେ। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ନିର୍ଦ୍ଧାରିତ ସମ୍ଭାବିତ କାର୍ଯ୍ୟକ୍ରମର ସୂଚନା ଦେଇ ଅଧିକାରୀମାନେ ଶୁକ୍ରବାର ଏହା କହିଛନ୍ତି। ଅଧିକାରୀ କହିଛନ୍ତି ଯେ…

ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ର ଚତୁର୍ଥ ସଂସ୍କରଣ

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ…

ଶିମିଳିପାଳରେ ମାଇନସ୍‌କୁ ଖସିଛି ପାରଦ,ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ

ଅସମ୍ଭାଳ ଜାଡ଼ରେ ଥରୁଛି ଓଡ଼ିଶା । ମୟୁରଭଞ୍ଜ  ଜିଲ୍ଲା ଶିମିଳିପାଳରେ ମାଇନସ୍‌କୁ ଖସିଛି ପାରଦ । ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ସେହିପରି ରାଉରକେଲାରେ ୩.୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪.୬ ଡିଗ୍ରି ରେକର୍ଡ ହୋଇଛି । ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଦ ।…

ରୁମ୍‌ ହିଟର ବିନା କିପରି ନିଜର କୋଠରୀକୁ ଉକ୍ଷ୍ମ ରଖିବେ ଚାଲନ୍ତୁ ଜାଣିବା

ବର୍ତ୍ତମାନ ସାରା ଦେଶରେ ପ୍ରବଳ ଜାଡ ଅନୁଭୂତ ହେଉଛି । ଘରେ ହେଉ କି ବାହାରେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ଲୋକ ଘର ଭିତରେ ଅଧୀକ ଥଣ୍ଡା ଅନୁଭୂତ ହେଉଥିବାରୁ ରୁମ୍‌ ହିଟର ବ୍ୟବହାର କରିଥାନ୍ତି । ହେଲେ ଯେଉଁମାନଙ୍କର ହିଟର ନାହିଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି…

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ– ଶୁକ୍ରବାର ଆପଣ ଶାରୀରିକ ଓ ମାନସିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ଉପଭୋଗ କରିବେ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ ଏବଂ ଶତ୍ରୁମାନେ ଆପଣଙ୍କ ନିକଟରେ ପରାଜିତ ହେବେ। ପରିବାରରେ ହସଖୁସିର ବାତାବରଣ ରହିବା ସହ ସବୁ କାମରେ ଉତ୍ସାହ ମିଳିବ। ଆଜି ଆପଣ ମାନସିକ ଶାନ୍ତି ଅନୁଭବ କରିବେ ଏବଂ ନୂତନ…