Browsing Tag

#odisha

ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କଲେ ଜିମେଲ

ଗୁଗଲ ଜିମେଲ ପାଇଁ ଏକ ବଡ଼ ଏଆଇ ଅପଡେଟ୍ ଆଣିଛି । ଯାହାଦ୍ବାରା ଏବେ ଇମେଲ କେବଳ ପଢିବାରେ ସୀମିତ ରହିବ ନାହିଁ । କମ୍ପାନୀ ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କରିଛି । ଯାହା ଇମେଲକୁ ବୁଝି ନିଜେ ନିଜେ କାମ ଲିଷ୍ଟ କରିବ ଆଉ ଜବାବରେ ଡ୍ରାଫ୍ଟ ତିଆରି କରିବ । ଏହାର ଲକ୍ଷ୍ୟ ହେଉଛି ଜିମେଲକୁ ଏକ ଟାସ୍କ…

ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ର ତାଲିକାରେ କାନ୍ତାରା , ତନ୍ବି ଦି ଗ୍ରେଟ୍‌

ଚଳିତ ବର୍ଷର ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ୨୦୧ଟି ଫିଚର ଫିଲ୍ମ ମଧ୍ୟରେ କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା: ଏ ଲିଜେଣ୍ଡ- ଚାପ୍ଟର ୧’ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ତନ୍ବି ଦି ଗ୍ରେଟ୍‌’ ରହିଛି। ଦି ଏକାଡେମୀ ଅଫ୍‌ ମୋଶନ…

ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା

ଦେଶରେ ଡିଜିଟାଲ୍‌ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବଢ଼ୁଥିବା ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାମୂଳକ ପଦକ୍ଷେପ ପାଇଁ ସେ ଆହ୍ବାନ ଦେଇଛନ୍ତି।…

ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ଭାବନାକୁ ନେଇ ଇସ୍ରାଏଲରେ ହାଇ ଆଲର୍ଟ

ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ଭାବନାକୁ ନେଇ ଇସ୍ରାଏଲ ହାଇ ଆଲର୍ଟରେ ଅଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ମଧ୍ୟରେ ବାରମ୍ବାର ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଧମକ ଦେଇଛନ୍ତି ଏବଂ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ବଳ ପ୍ରୟୋଗ ନ କରିବାକୁ ଇରାନର…

ପୂର୍ବତନ ଆଇଏଏସ୍ ପୂଜା ଖେଡକରଙ୍କ ଘରୁ ମୂଲ୍ୟବାନ ଜିନିଷ ଚୋରି କଲେ ଘରୋଇ ସହାୟିକା

ପୂର୍ବତନ ଆଇଏଏସ୍ ପ୍ରୋବେସନର ପୂଜା ଖେଡକର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପୂଜାଙ୍କ ଘରେ ଥିବା ଜଣେ ଘରୋଇ ସହାୟିକା ତାଙ୍କ ଘରୁ ସବୁ ମୂଲ୍ୟବାନ ଜିନିଷ ଚୋରି କରିନେଇଛି । ପୂଜା ଖେଡକର ଏନେଇ ପୋଲିସକୁ ଫୋନ୍ ଯୋଗେ ଅଭିଯୋଗ କରିଛନ୍ତି । ପୂଜାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘରୋଇ…

୭ ଦିନରେ ପ୍ରଦୂଷଣ ସାର୍ଟିଫିକେଟ୍ କରିଥିଲେ ୧୦ ହଜାର ଜରିମାନା ଛାଡ଼ କରାଯିବ

ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଗାଡ଼ି ଉପରେ ସିଧାସଳଖ ୧୦ ହଜାର ଜରିମାନା। ଗୋଟେ ଟୋଲ୍ ଗେଟ୍ ଦେଇ ଜଣେ ବ୍ୟକ୍ତି ଯେତେ ଥର ଗାଡ଼ି ନେଇ ଯିବେ ସେତେଥର ଗାଡ଼ି ଉପରେ ୧୦ ହଜାର ଲେଖାଏଁ ଜରିମାନା କରାଯାଉଥିଲା।  ପରିବହନ ବିଭାଗର ଏଭଳି ତୋଗଲକି ନିଷ୍ପତ୍ତିରେ ରୁଦ୍ଧି ହୋଇ ଯାଇଥିଲେ ସାଧାରଣ…

ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ଶ୍ରୀମନ୍ଦିର ଭିତର ଫଟୋ

ବର୍ଷ ଆରମ୍ଭରୁ ଶ୍ରୀମନ୍ଦିର ଭିତର ଫଟୋ ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ମୋହିତ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଅପଲୋଡ଼ କରି ପ୍ରଘଟ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟରେ ଛିଡ଼ା ହୋଇ ଯୁବକଜଣକ ଫଟୋ ଉଠାଇଥିବା…

୨୭ରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଓଜେଇଇ ଆବେଦନ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ମାସ ୨୭ରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ବିଦ୍ୟାର୍ଥୀ ଅନ୍‌ଲାଇନରେ ଆବେଦନ କରିବେ। ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି। ମେ’ ୧୧ରୁ ୧୭ ପର୍ଯ୍ୟନ୍ତ…

ତ୍ବଚାକୁ ଟାଇଟ୍ ରଖିଥାଏ ସୋରିଷ ତେଲ

ନିଜ ବୟସ ଠାରୁ କମ୍ ଦେଖାଯିବା କେବଳ ମହିଳା ମାନଙ୍କର ଇଛା ନଥାଏ, ପୁରୁଷ ମାନଙ୍କର ମଧ୍ୟ ଏହି ଇଛା ରହିଥାଏ । ଯଦି ଆପଣ ବି ନିଜର ବଢୁଥିବା ସୟସକୁ କମ୍ କରିବାକୁ ଚାହୁଁଛନ୍ତି ତ, ଏହି ହଳଦୀଆ ରଙ୍ଗର ଫୁଲ ଆପଣଙ୍କୁ ସାହାଯ୍ୟ କରିପାରିବ । ଆଜ୍ଞା ହଁ ଏହି ହଳଦୀଆ ରଙ୍ଗ ଫୁଲର ନାଁ ହେଉଛି ସୋରିଷ…

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ

ଭାରତ ୨୦୨୬ରେ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ୍‌ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ। ଟ୍ବେଣ୍ଟି୨୦ ବିଶ୍ବକପ୍‌ ମାସକରୁ କମ୍‌ ସମୟ ଥିବା ବେଳେ ଉଭୟ ଦଳ ଦିନିକିଆ ଶୃଙ୍ଖଳାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ…