Browsing Tag

#odisha

ପ୍ରକୃତି ମୋ ଘର ଭାଙ୍ଗୁଛନ୍ତି: ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ରାସ୍ତା ଉପରେ ବାବୁଶାନଙ୍କ ପତ୍ନୀଙ୍କ ଚିତ୍କାର ଶୁଭୁଛି । ଗାଳି କରୁଛନ୍ତି ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବି ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ପାଖରେ ଥିବା ଲୋକମାନେ

ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ଦୁଇ ଛାତ୍ର

ଫିଟ୍ ଇଣ୍ଡିଆ କ୍ୱିଜ୍‌, ୨୦୨୧ର ଜାତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ଯାଇଛି । ୩୬ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରାଜ୍ୟ ସ୍ତରୀୟ ବିଜେତା ଶୀର୍ଷ ସମ୍ମାନ ଏବଂ ବୃହତ୍ ପରିମାଣର ନଗଦ ପୁରସ୍କାର ଗୁଡିକ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସୁରୀୟା ଓ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ କାଲିର ସିନେମା ପୁସ୍ତକ କୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ୬୮ତମ ଜାତୀୟ ଚଳଚ୍ଚିତ୍ର ବିଚାରକ ମଣ୍ଡଳୀ ଆଜି (୨୨.୭.୨୦୨୨) ୨୦୨୦ ବର୍ଷ ପାଇଁ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି । ଘୋଷଣା ପୂର୍ବରୁ ବିଚାରକମଣ୍ଡଳୀ ତଥା ଏହାର ଅଧ୍ୟକ୍ଷ କେନ୍ଦ୍ର ସୂଚନା

ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କଲା ଇଡି

ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁ କରୁ ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । https://twitter.com/ani_digital/status/1550714893245956096

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସିବିଏସଇ ଦଶମରେ ପାସ୍‍ ହାର ୯୪.୪୦ ପ୍ରତିଶତ। ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ

ଭାରତୀୟ ଗଣତନ୍ତ୍ର ପାଇଁ ଦ୍ରୈାପଦୀ ମୁର୍ମୁ ଆଣିଛନ୍ତି ନୂଆ ଏକ ପରମ୍ପରା । ଭାରତ ଇତିହାସରେ ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଛନ୍ତି ରାଷ୍ଟ୍ରପତି । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ସାରା ଭାରତ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । 15ତମ

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ

ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ସମେସ୍ତ ଅଭିନନ୍ଦନ ଜଣାଇଛନ୍ତି । । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିବା ବେଳେ

ନବୀନଙ୍କୁ ଭେଟିଲେ ଆର ମାଧବନ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ବେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ

ଜିତୁଛନ୍ତି ଦ୍ରୈାପଦୀ : 540 ସାଂସଦଙ୍କ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନର ସାଂସଦଙ୍କ ଭୋଟର ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ

ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ