କମିବ ଶୀତ, ବଢ଼ିବ ରାତିର ତାପମାତ୍ରା
ରାଜ୍ୟରେ ରାତିର ତାପମାତ୍ରା ଆହୁରି ବଢ଼ିବ । ଶୀତ କମିବ । ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ । ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ । ଗୁରୁବାର ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱରରେ…