ଆଜିର ରାଶିଫଳ
ମେଷ: କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ଅନ୍ୟମାନଙ୍କୁ ନିଜ କଥାରେ ଆପଣଙ୍କ ଆଡ଼କୁ ଆକର୍ଷିତ କରିନେବେ। ଛାତ୍ରଛାତ୍ରୀ ପରୀକ୍ଷାରେ ସଂପର୍କରେ ଶୁଭ ଖବର ପାଇବେ।
ବୃଷ: ଧନ ସଂପତ୍ତି ବୃଦ୍ଧି ଯୋଗ ଅଛି। ଅଯଥା କଥା ଠାରୁ ଦୂରରେ ରହନ୍ତୁ। ବନ୍ଧୁ ସହ ବାହାରକୁ ବୁଲି ଯିବା ବାତିଲ…
Trending