Browsing Tag

#odisha

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ…

ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ କରିଛନ୍ତି। ଉନ୍ନୟନ ଆୟୁକ୍ତ ତଥା ଯୋଜନା ଓ ସଂଯୋଜନ ବିଭାଗ ସଚିବ ଥିବା ଦେଓରଞ୍ଜନ କୁମାର ସିଂ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହିତ ଅତିରିକ୍ତ…

ଡବ୍ଲ୍ୟୁପିଏଲ୍‌‌ : ଟ୍ରଫି ଜିତିଲା ଆର୍‌ସିବି

ଦ୍ବିତୀୟ ଥର ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଚମ୍ପିଆନ୍‌ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ୍‌​‌େ​‌ର ଆର୍‌ସିବି ପରାସ୍ତ କରିଛି। ଅଧିନାୟିକା ​‌େ​‌ଜମିମା…

ଆଜିର ରାଶିଫଳ

ମେଷ: ପୁତ୍ର ସୁଖରେ ଅଧିର ହୋଇପାରନ୍ତି। ଜଣେ ବିଶିଷ୍ଟ ବ୍ୟକ୍ତିଭାବେ ଶ୍ରେଷ୍ଠତା ଓ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। କାମ, କ୍ରୋଧ, ଲୋଭ, ମୋହକୁ ତ୍ୟାଗ କରିବେ। ଦୟାର୍ଦ୍ର ଚିତ୍ତ ସମ୍ପନ୍ନ ଓ ସୁଖୀ ହୋଇପାରନ୍ତି। ବୃଷ: ରାଜ ତୁଲ୍ୟ ପ୍ରଜା ପାଳନରେ ନୃପ ତୁଲ୍ୟ ଆଚରଣ ପ୍ରଦର୍ଶନ…

ଟିଏମସିର ସହକର୍ମୀମାନେ ବହୁତ କିଛି କହିଛନ୍ତି ,କିନ୍ତୁ ସେମାନେ ନିଜକୁ ଦେଖିବା ଉଚିତ – ପ୍ରଧାନମନ୍ତ୍ରୀ…

ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ନିଶାନ କରିବା ସହ ଟିଏମସିକୁ ମଧ୍ୟ ନିଶାଣ କରିଛନ୍ତି । ମୋଦୀ କହିଛନ୍ତି, “ଟିଏମସିର ସହକର୍ମୀମାନେ ବହୁତ କିଛି କହିଛନ୍ତି ।…

ଭାରତରେ ବଢୁଛି ସି-ସେକ୍ସନ ଡ଼େଲିଭରୀ

ନର୍ମାଲ ଅପେକ୍ଷା ସିଜରିଆନ୍ ମାଧ୍ୟମରେ ଅଧିକ ମହିଳା ଜନ୍ମ ଦେଉଛନ୍ତି। ଗତ ବର୍ଷ, ଇଂଲଣ୍ଡରେ ପ୍ରାୟ ୪୫% ଜନ୍ମ ସି-ସେକ୍ସନ ଦ୍ୱାରା ହୋଇଥିଲା, ଯେତେବେଳେ ପ୍ରାୟ ୪୦% ନର୍ମାଲ ଡେଲିଭରି ହୋଇଥିଲା। ପ୍ରାୟ ୧୧% ମାମଲାରେ, ଫୋରସେପ୍ସ କିମ୍ବା ଭେଣ୍ଟୁସ୍ ଭଳି ଉପକରଣ ବ୍ୟବହାର କରି ପ୍ରସବ…

UPSC ପରୀକ୍ଷାର୍ଥୀଙ୍କ ପାଇଁ ନୂଆ କଡ଼ା ନିୟମ ଜାରି କରିଛନ୍ତି ସରକାର,ଯେଉଁମାନେ ପୂର୍ବରୁ IAS କିମ୍ବା IFS ଭାବେ…

ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ ନୂଆ କଡ଼ା ନିୟମ ଜାରି କରିଛନ୍ତି ସରକାର । ଯେଉଁମାନେ ପୂର୍ବରୁ IAS…

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ- ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଯାଉଥିବା ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଜଣାଇଛନ୍ତି ଯେ ଏହା ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। ଆମେରିକା ଶୁଳ୍କ କମ୍‌ କରିଥିବାରୁ ଓଡ଼ିଶାର…

‘‘ଦି ଡାଏରୀ ଅଫ୍ ମଣିପୁର’’ରେ ନଜର ଆସିବେ ମୋନାଲିସା

ଗତବର୍ଷ ମହାକୁମ୍ଭରେ ମାଳ ବିକ୍ରି କରି ଭାଇରଲ ହୋଇଥିବା ମୋନାଲିସା ପୁଣିଥରେ ପ୍ରୟାଗରାଜ ଫେରିଛନ୍ତି । ଏଥର କିନ୍ତୁ ସେ ମାଳ ବିକ୍ରି ପାଇଁ ନୁହେଁ ବରଂ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଇଣ୍ଟରନେଟ୍ ସେନସେସନ୍ ହେବା ପରେ ସେ ଏବେ ଫିଲ୍ମ ଜଗତରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି ।…

ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା,ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ WhatsApp ଚାଟ୍ ବଟ୍

ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ । ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି । ଏଣିକି ସିଧା ସଳଖ ଗୋଟିଏ କ୍ଲିକ୍‌ରେ ମିଳିବ ସମସ୍ତ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ । ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା । ଉନ୍ମୋଚନ ହେଲା…