ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ
ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ । ଆଜି ସକାଳେ ଲୋକ ଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ଛତିଶଗଡ଼ ଜଗଦଲପୁର ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ଓଡ଼ିଶା ଗସ୍ତ ସମୟରେ…