ଅକ୍ଷୟ ତୃତୀୟାରେ ଚମକିବ ଏହି ରାଶିଙ୍କ ଭାଗ୍ୟ
ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ । ଏହାର ୨ ଦିନ ପୂର୍ବରୁ ଅର୍ଥାତ୍ ୨୮ ଏପ୍ରିଲରେ ଗୁରୁ-ଶନିର ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିଷ ଗଣନାନୁସାରେ ଏହି ଦିନ ଶନି ଦେବ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ…