୫୭.୫ଟନ୍ ସୁନା କିଣିଲା ଭାରତୀୟ ରିଜର୍ଭ ବ୍ୟାଙ୍କ
ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁନା ଭଣ୍ଡାରକୁ ମଜଭୁତ କରିବାରେ ଲାଗିଛି। ୨୦୪-୨୫ରେ ଏହା ୫୭.୫ଟନ୍ ସୁନା କିଣିଛି। ୨୦୧୭ ପରେ ଏହା ଦ୍ବିତୀୟ ଥର ପାଇଁ ଏତେ ପରିମାଣର ସୁନା କିଣିଛି। ଭୂରାଜନୈତିକ ସଙ୍କଟ, ଆମେରିକୀୟ ଡଲାର ମୂଲ୍ୟରେ…