Browsing Tag

#odisha

ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ତନ କର୍କଟ ରୋଗ ସହିତ ଲଢ଼ୁଥିବା ଟେଲି ଅଭିନେତ୍ରୀ ହୀନା ଖାନ

ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ତନ କର୍କଟ ରୋଗ ସହିତ ଲଢ଼ୁଥିବା ଟେଲି ଅଭିନେତ୍ରୀ ହୀନା ଖାନ। ସେ ତାଙ୍କର ଦୀର୍ଘକାଳୀନ ପ୍ରେମିକ ରକି ଜୟସୱାଲଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀଜଣକ ସୋସିଆଲ ମିଡିଆରେ ତାଙ୍କ ବିବାହର କିଛି ସୁନ୍ଦର ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି।ହୀନା…

ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ

କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା ଆର୍‌ବିଆଇର ଗଭର୍ଣ୍ଣର…

ଆଜିର ରାଶିଫଳ

ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ…

ଏଟିଏମରୁ ବାହାରିବ ଛୋଟ ନୋଟ

ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି। ସେହି ନୋଟ୍‌କୁ ନେଇ କିଛି କିଣିବା ବେଳେ ବ୍ୟବସାୟୀମାନେ ଛୋଟ ନୋଟ୍‌ ମାଗୁଛନ୍ତି। ଲୋକମାନେ ସାମ୍ନା…

ଆଜିର ରାଶିଫଳ

ମେଷ: କ୍ରୋଧୀ ହୋଇପାରନ୍ତି। ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ। ବୃଷ:  ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା…

ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ – ମୋଦୀ

ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ସାମିଲ୍‌ ‌ହୋଇଛନ୍ତି। ଏହି ଆୟୋଜନ ଜବୁଁରି ‌ପଡ଼ିଆରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ନାରୀ ମଥାର ସିନ୍ଦୂରର ଶକ୍ତିକୁ…

ହ୍ୱାଟ୍ସଆପର ନୂଆ ଫିଚର ଲଗ୍ ଆଉଟ୍’

ଯଦି ଆପଣ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ହ୍ୱାଟ୍ସଆପ୍ ନିଜ ୟୁଜରଙ୍କ ସୁବିଧା ପାଇଁ ସମୟ ସମୟରେ ନୂଆ ଫିଚର୍ ଆଣିଥାଏ। ଏବେ ଏହି ଆପ୍ଲିକେସନ୍‌ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଫିଚର୍ ଆସିବାକୁ ଯାଉଛି ଯାହା ବ୍ୟବହାରକାରୀଙ୍କୁ…

ପରଦାକୁ ଆସିବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ମଧୁ ବାରିଷ୍ଟର

୨୦୧୩ରେ ମୁକ୍ତିପ୍ରାପ୍ତ ‘ଟାଇଗର୍’ ସିନେମାରୁ ଓଲିଉଡ୍‌ରେ ପ୍ରବେଶ କରିଥିବା ଜଣାଶୁଣା ପ୍ରଯୋଜକ ରମେଶ ବାରିକ ବିଗତ ୧୨ ବର୍ଷ ଧରି ସିନେପ୍ରଯୋଜନାରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଯୋଜିତ ‘ଆଜିର ରେବତୀ’ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବେଳେ ଏବେ ‘ଗଣ୍ଡ ଭୈରବ’ ଓ ‘ସ୍ପଟ୍‌ବୟ’…

ଆଇପିଏଲ : ଗୁଜୁରାଟ ବିଦା , ମୁମ୍ବାଇ ପଞ୍ଜାବ ଦ୍ବିତୀୟ କ୍ବାଲିଫାୟର

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ରୁ ପୂର୍ବତନ ଚମ୍ପିଆନ ଗୁଜରାଟ ଟାଇଟାନ୍‌ସ ବିଦାୟ ନେଇଛି। ଲିଗ୍‌ ପର‌୍ୟ୍ୟାୟରେ ୩ୟ ସ୍ଥାନ ହାସଲ କରି ପ୍ଳେଅଫରେ ପ୍ରବେଶ କରିଥିବା ଗୁଜରାଟ ଟାଇଟାନ୍‌ସ ଏଲିମିନେଟର ମ୍ୟାଚରେ ପରାଜିତ ହୋଇଛି। ଶୁକ୍ରବାର ମୁଲାନପୁରରେ ଖେଳାଯାଇଥିବା ଏଲିମିନେଟର…

ବର୍ଷ ସାରାର ଜିଡିପି ହାର ୬.୫ ପ୍ରତିଶତ ‌ହୋଇଛି

ଆର୍ଥିକ ବର୍ଷ ୨୦୨୪-୨୫ର ଶେଷ ତିନି ମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୨ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢ଼ିଥିଲା। ମାତ୍ର ପୂର୍ବମାସଗୁଡ଼ିକରେ ଅର୍ଥନୀତି ଦୁର୍ବଳ ପ୍ରଦର୍ଶନ କରିଥିବାରୁ, ବର୍ଷ ସାରାର ଜିଡିପି ହାର ୬.୫ ପ୍ରତିଶତ ‌ହୋଇଛି। ଗତ ଚାରି ବର୍ଷ ମଧ୍ୟରେ ତାହା ହେଉଛି…