Browsing Tag

#odisha

ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି ଜାରି କରିଛି ଏମ୍‌ଇଏ

ନେପାଳରେ ଓଲି ସରକାରଙ୍କ ବିରୋଧରେ ଯୁବକଙ୍କ ଅକ୍ରୋଶ ଭାବ ଥମିବାର ନାଁ ଧରୁନାହିଁ। ହିଂସକ ପ୍ରଦର୍ଶନ ମଧ୍ୟରେ ଏବେ ସୁଦ୍ଧା ଓଲି ସରକାରରେ ୫ ଜଣ ଇସ୍ତଫା ଦେଇ ସାରିଲେଣି। ଏପରି ଖରାପ ଅବସ୍ଥା ଭିତରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ।   ସୋମବାରଠାରୁ ଚାଲିଥିବା ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ସହରରେ…

ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି…

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍‌ଆନାଲିସିସ୍‌ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି। ଏସଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରିପ୍ଟୋକୁ…

ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗମତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ।…

ଆଜି ଠୁ କ୍ରିକେଟ ଏସିଆ କପ

ମଙ୍ଗଳବାରଠାରୁ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହେବ। ଉଦ୍‌ଘାଟନୀ ମୁକାବିଲାରେ ଏଠାକାର ସେଖ୍ ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଦୁଇ ଯୁବ ଓ ଉଦୀୟମାନ ଦଳ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବେ।  ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଉଭୟ ଦଳ ପଞ୍ଚମ…

ଗତ ୨୪ ଘଣ୍ଟାରେ ରାଜ୍ୟର ୫ ଜିଲାରେ ଅତିପ୍ରବଳ ବର୍ଷା

ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ ଜିଲାରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ୨ ଜିଲାରେ ପ୍ରବଳ, ୬ ଜିଲାରେ ସ୍ବାଭାବିକ, ୪ ଜିଲାରେ ଅଭାବୀ, ୧୧ ଜିଲାରେ ଅତିଅଭାବୀ ଏବଂ ବାକି ୨ ଜିଲାରେ ବର୍ଷା ହୋଇନାହିଁ। ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳରେ…

ପିତୃପକ୍ଷରେ କେଉଁ କାର୍ଯ୍ୟ କରିବେ କରିବେ ନାହିଁ ଜାଣନ୍ତୁ

ଶାସ୍ତ୍ର ଅନୁସାରେ ଭାଦ୍ରବ ପୂର୍ଣ୍ଣିମାରୁ ପିତୃପକ୍ଷର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଛି ପିତୃପକ୍ଷ । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ମାନ୍ୟତା ଅନୁସାରେ ଏହି ସମୟରେ ପୂର୍ବପୁରୁଷ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ଶ୍ରାଦ୍ଧ ଓ ତର୍ପଣ ଗ୍ରହଣ କରନ୍ତି ।…

ଜେଲରେ ଫର୍ଣ୍ଣିଚର ଏବଂ କାଗଜ ବ୍ୟାଗ ତିଆରି କରୁଥିଲେ – ସଞ୍ଜୁ ବାବା

ସଂଜୟ ଦତ୍ତ ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ସୁନୀଲ ସେଟ୍ଟୀଙ୍କ ସହ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ'ରେ ନଜର ଆସିଥିଲେ। ଏହି ସମୟରେ ସଞ୍ଜୁ ବାବା ଜେଲରେ କଟିଥିବା ଦିନଗୁଡ଼ିକ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ବୋମା…

କାର ମୂଲ୍ୟ କମାଇଲା ହୁଣ୍ଡାଇ

ଟାଟା ମୋଟର୍ସ, ଟୟୋଟା, ରେନୋ ଏବଂ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପରେ ଆଜି ହୁଣ୍ଡାଇ ମୋଟର ଇଣ୍ଡିଆ ଏହାର ବିଭିନ୍ନ ମଡେଲ୍‌ ଗାଡ଼ି ମୂଲ୍ୟ ହ୍ରାସ ଘୋଷଣା କରିଛି। ଜିଏସ୍‌ଟି ସଂସ୍କାର ଦ୍ବାରା ଟିକସ ହ୍ରାସ ପାଇଛି। ଏହାର ଲାଭ ଗ୍ରାହକଙ୍କୁ ଦେବାପାଇଁ ଗାଡ଼ି କମ୍ପାନିଗୁଡ଼ିକ କାର୍‌ ଦାମ୍‌…