ଜୟସ୍ବାଲଙ୍କ ଦମଦାର ଶତକ ,୨ ଓ୍ବିକେଟ ହରାଇ ୩୧୮ ରନ୍ ସଂଗ୍ରହ
ଯଶସ୍ବୀ ଜୟସ୍ବାଲଙ୍କ ଆଉ ଏକ ଯଶସ୍ବୀ ପାଳି ବଳରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ବି ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଜୟସ୍ବାଲଙ୍କ ସପ୍ତମ ଟେଷ୍ଟ୍ ଶତକ (୧୭୩*) ଏବଂ ସାଇ ସୁଦର୍ଶନଙ୍କ ଶ୍ରେଷ୍ଠ ଟେଷ୍ଟ୍ ପାଳି (୮୭) ସହାୟତାରେ ଭାରତ ପ୍ରଥମ ଦିନରେ ୨ ୱିକେଟ୍ ବିନିମୟରେ ୩୧୮…