Browsing Tag

#odisha

ଆଜିର ରାଶିଫଳ

ମେଷ: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବା ଯୋଗୁଁ ଘରେ ସମାରୋହ କରିବେ। ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ପସନ୍ଦ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ପୂର୍ବରୁ କରିଥିବା କୌଣସି ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ନୂଆ…

ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ମିଳିଲା ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ

ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି। ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପୂର୍ବରୁ ଆମେ ଆର୍ଥିକ ଅନଗ୍ରସର ପରିବାରମାନଙ୍କ ମୁହଁରେ ହସ ଫୁଟାଇପାରିଛୁ।…

ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା…

ମା ହେଲେ ପରିଣୀତି ଚୋପ୍ରା

ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ରବିବାର ଅପରାହ୍ନ‌ରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଯାଇଥିଲା।  ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଥିଲା। ରାଘବ ଚଢା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…

୨୬ ଲକ୍ଷ ଦୀପରେ ଝଲସି ଉଠିଛି ଅଯୋଧ୍ୟା ସହର

ପାଖାପାଖି ୨୬ ଲକ୍ଷ ଦୀପରେ ଆଜି ଝଲସି ଉଠିଛି ଅଯୋଧ୍ୟା ସହର | ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବ ୨୦୨୫ରେ ଅଂଶଗ୍ରହଣ କରିବା ପାଇଁ ସରଯୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ଦୀପୋତ୍ସବ ସମୟରେ ଉତ୍ତର ପ୍ରଦେଶ ସରକାର ଦୁଇଟି ନୂତନ ଗିନିଜ୍ ବିଶ୍ୱ ରେକର୍ଡ ପାଇଥିବାବେଳେ ଗିନିଜ୍…

ଯେଉଁ ଛାତ୍ରମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ, ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ

ସୁଭଦ୍ରାକୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁ ଛାତ୍ରମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ, ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ । ଏନେଇ ଦୁଇ ବିଭାଗରୁ ମହିଳା ଓ ଶିଶୁ ବିକାଶ ବିଭାଗ ରିପୋର୍ଟ ମାଗିଛି । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ…

ଧନତେରସରେ ବିକ୍ରି ହେଲା ପ୍ରାୟ ଅଢ଼େଇ କୁଇଣ୍ଟାଲ ସୁନା ବିକ୍ରି

ଧନତେରସରେ ବୋହିନେଲେ ସୁନା ଓ ରୂପାର ଅଳଙ୍କାର। ଧନତେରସରେ ରାଜ୍ୟର ଗ୍ରାହକମାନେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣିଛନ୍ତି । ବର୍ତ୍ତମାନର ସୁନା ମୂଲ୍ୟକୁ ହିସାବକୁ ନେଲେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ପ୍ରାୟ…

ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ ଓ ଆଫଗାନିସ୍ତାନ

ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୀଷଣ ସଂଘର୍ଷ ପରେ  ଉଭୟ ରାଷ୍ଟ୍ର ଆଜି କତର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ଅସ୍ତ୍ରବିରତି ସମୟସୀମା ବଢ଼ାଇବାକୁ ସହମତି ପ୍ରକାଶ ପାଇଛି। ସୀମାନ୍ତରେ ଲାଗିରହିଥିବା ତିକ୍ତତା ଓ ସଂଘର୍ଷର ସମାଧାନ…

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳା

ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ। ଉଭୟଙ୍କ ୨୦୨୭ ବିଶ୍ବକପ୍ ଖେଳିବା ନେଇ ଲାଗି ରହିଛି ଅଙ୍କକଷା। ଶୁବମନ୍ ଗିଲ୍‌ଙ୍କ ନେତୃତ୍ବରେ ଭାରତର ପ୍ରଥମ ଦିନିକିଆ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆର…

କିପରି ନେବେ ଶରୀରର ଯତ୍ନ

ଜଣେ ବ୍ୟକ୍ତି ନିଜ ଶରୀରକୁ କେମିତି ଦେଖୁଛନ୍ତି, ଏହାକୁ ନେଇ କଣ ଭାବନ୍ତି ଓ ଅନୁଭବ କରନ୍ତି ତାହାକୁ ଶରୀର ପ୍ରତିଛବି କୁହାଯାଏ। ଯଦି ଜଣେ ବ୍ୟକ୍ତି ନିଜ ଶରୀରକୁ ସ୍ୱୀକାର କରନ୍ତି ଓ ତାହାପ୍ରତି ସକାରାତ୍ମକ ଭାବ ରଖନ୍ତି, ତେବେ ସେଥିରେ ସୁସ୍ଥ ଛବି ପ୍ରକାଶ ପାଏ; କିନ୍ତୁ ଯଦି ଜଣେ ନିଜ ଶରୀର…