Browsing Tag

#odisha

ମହାଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ରାଶିଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଲକ୍ଷ୍ମୀ ରାଜଯୋଗ ହେବାକୁ ଯାଉଛି । ଏହି ଯୋଗ ଫଳରେ ଅନେକ ରାଶି ଲାଭବାନ୍‌ ହେବେ । ଗ୍ରହଙ୍କ ସେନାପତି ମଙ୍ଗଳ ସିଂହ ରାଶିରେ ରହିଛନ୍ତି । ୯ ଜୁନ୍‌ରେ ମଙ୍ଗଳ ଗ୍ରହ ସକାଳ ୮ଟା ୫୦ ମିନିଟ୍‌ରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଫଳରେ ମହାଲକ୍ଷ୍ମୀ ରାଜଯୋଗ…

ପାର୍ଟ ପ୍ଲଟ୍‌ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି

ପାର୍ଟ ପ୍ଲଟ୍‌ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି । ଏଥିସହ ଚାଷ ଜମି ବିକ୍ରି ଉପରୁ ମଧ୍ୟ କଟକଣା ହଟିଛି । ତେବେ କେବଳ ଚାଷ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଜମି ବିକ୍ରି କରିବାକୁ ଅନୁମତି ମିଳିଛି । ଏଥିସହ ପରିବାର…

ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ

ଅପେକ୍ଷା କରିଥିଲେ ସ୍ନାନବେଦି । ଅପେକ୍ଷା କରିଥିଲେ ଅଗଣିତ ଭକ୍ତ । ଉତ୍କଣ୍ଠାରେ ଉଚ୍ଛୁଳି ପଡୁଥିଲା ବଡ଼ଦାଣ୍ଡ । କେତେବେଳେ ଆସିବେ କାଳିଆ ସାଆନ୍ତ । ନେତ୍ର ପବିତ୍ର ହେବ, ଆତ୍ମା- ପରମାତ୍ମାଙ୍କ ମିଳନ ହେବ । ଶେଷରେ ଆସିଲା ସେହି ମାହେନ୍ଦ୍ର ମୁହୂର୍ତ୍ତ । ପ୍ରତ୍ୟୁଷରେ ଶ୍ରୀମନ୍ଦିରରେ…

ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ

ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ। ଆସନ୍ତାକାଲି (ଜୁନ ୧୨)ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ନୀତି, ମଙ୍ଗଳା ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀଲାଗି, ଗୋପାଳବଲ୍ଲଭ, ସୂର୍ଯ୍ୟପୂଜା, ରୋଷହୋମ ନୀତି ଅନୁଷ୍ଠିତ ହେବ।…

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀର ଗୁଡ଼ିଆ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ୮୩ ବର୍ଷୀୟ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା । କିଏ ଓ କାହିଁକି ହତ୍ୟା କରାଗଲା ସେ ନେଇ କିଛି ସ୍ପଷ୍ଟ ସୂଚନା ଆସିନାହିଁ । କିନ୍ତୁ ପୁରୀ ଏବେ ପୁଲିସ ଛାଉଣୀ ରହିଛି ,…

ଦ୍ବିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରବାଜ ଖାନ୍‌

ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ ଖାନ୍‌ । ଦ୍ବିତୀୟ ଥର ବାପା ହେବେ ଅରବାଜ୍‌ । ଦ୍ବିତୀୟ ପତ୍ନୀ ଶୁରା ଖାନ୍‌ ଦେବାକୁ ଯାଉଛନ୍ତି ଖୁସି ଖବର । ଖାନ୍‌ ପରିବାରରେ ପୁଣି ଥରେ ଶୁଭିବ କୁଆଁ କୁଆଁ ଡାକ । ଗତ କିଛି ଦିନ ହେବ ଶୁରା ଖାନ୍‌ ମା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏବେ…

ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ

ଜହ୍ନ ତ ସବୁବେଳେ ସୁନ୍ଦର , ସେ ପୁଣି ପୂର୍ଣ୍ଣମୀର ଜହ୍ନ ଆହୁରି ସୁନ୍ଦର । ଆଜି ବି ଜହ୍ନର ଏକ ଭିନ୍ନ ରଙ୍ଗରେ ଝଲସିବ ଆକାଶ । ୧୧ ଜୁନ୍‌ ୨୦୨୫ ରାତିରେ ଆକାଶରେ ଦୃଶ୍ୟମାନ ହେବ ବିରଳ ଦୃଶ୍ୟ । ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ…

ଦିନିକିଆରେ ଅଧିନାୟକ ପଦ ହରାଇ ପାରନ୍ତି ରୋହିତ

ଭାରତୀୟ କ୍ରିକେଟ ଦଳର ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟ ଓ ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବାବେଳେ କେବଳ ଦିନିକିଆରେ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତ ଏବେ ଦିନିକିଆ ଫର୍ମାଟର ଅଧିନାୟକ ମଧ୍ୟ ରହିଛନ୍ତି। ୨୦୨୪ରେ ଆମେରିକା ଓ…

ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା । ଯେଉଁଠି ଦେଖୁଛ, ସେଠି ହତ୍ୟା କର । କିଛି ଏପରି ଧମକ ଦେଇଛନ୍ତି ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କ ଟାର୍ଗେଟରେ ରହିଛନ୍ତି । ଏକ…

ଅସ୍ତ୍ର ପାଇଁ ପାକିସ୍ତାନ ଏବେ ଆମେରିକା ଶରଣରେ

ପାକିସ୍ତାନ ଏବେ ଆମେରିକା ଶରଣରେ ପଶିଲାଣି । ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲା ଭାରତ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍‌ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।ଏହାସହ ପାକିସ୍ତାନର ଏୟାରବେସ୍‌କୁ…