Browsing Tag

#odisha

ଦୁଇଟି ନୂଆ ବାଇକ୍ ଲଞ୍ଚ କଲା ୟାମାହା

ଲୋକପ୍ରିୟ ବାଇକ କମ୍ପାନି  ଭାରତରେ ଏହାର ଦୁଇଟି ନୂଆ ବାଇକ୍ ଲଞ୍ଚ କରିଛି। ବୁଧବାର କମ୍ପାନି Yamaha FZ Rave ଏବଂ Yamaha XSR 155 ବାଇକ୍ ଲଞ୍ଚ କରିଛି।  FZ Rave କମ୍ପାନିର ଲୋକପ୍ରିୟ FZ ସିରିଜ୍ ଅଂଶ ହୋଇଥିବାବେଳେ, ବହୁ ପ୍ରତୀକ୍ଷିତ Yamaha XSR 155 ଏବେ ବଜାରକୁ ଓହ୍ଲାଇଛି।…

କଟକ ବାଲିଯାତ୍ରାରେ ଅଘଟଣ,୫୦ ଫୁଟ ଉଚ୍ଚରେ ଅଟକିଗଲା ହାମର ଦୋଳି , ଝୁଲୀ ରହିଲେ ଦର୍ଶକ

କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ବଡ଼ ଅଘଟଣ । ମଝି ଆକାଶରେ ଅଟକିଗଲା ଦୋଳି । ଦୀର୍ଘ ଅଢେ଼ଇ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଉଦ୍ଧାର ହୋଇଛନ୍ତି ସମସ୍ତ ଦର୍ଶକ । ଦୋଳିରୁ ସୁରକ୍ଷିତ ଉଦ୍ଧାର ହେଲେ ଫଶିଥିବା ସମସ୍ତ ବ୍ୟକ୍ତି । ପାଖାପାଖି ୫୦ ଫୁଟ ଉଚ୍ଚରେ ଫଶି ରହିଥିଲେ ୮ ଜଣ ବ୍ୟକ୍ତି । ତେବେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ, ଏହି ଦିନ ହେବ ସାନି ପରୀକ୍ଷା

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ । ଡିସେମ୍ୱର ୭ରେ ହେନ ସାନି ମୁଖ୍ୟ ଲିଖିତ ପରୀକ୍ଷା । ଏଏସଓ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା…

ଆଜିର ରାଶିଫଳ

ମେଷ: ବଡ଼ ଭାଇଙ୍କ ସହିତ ବସି ଜମି ସମ୍ବନ୍ଧୀୟ କଥା ହେବେ। ଅର୍ଥ ସଂପର୍କିତ ଯୋଜନା କରିବେ। କୌଣସି ପ୍ରକାର ଲାଗି ରହିଥିବା କାନୁନ ସମସ୍ୟାର ସମାଧାନ ପାଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ବୃଷ: କୌଣସି ପାଖ ବ୍ୟକ୍ତିଙ୍କ ସଂପର୍କରେ ଗଭୀରତାରେ ବିଚାର କରି…

ଡ଼ିସଚାର୍ଜ ହେଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡ଼ିସଚାର୍ଜ  କରାଯାଇଛି। ଜୀବନ ପାଇଁ ଦୀର୍ଘ ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି। ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରିଚ୍ କ୍ୟାଣ୍ଡିର ଡାକ୍ତରମାନେ…

ରୁଷ୍‌ରୁ ତେଲ କିଣିବା ବନ୍ଦ କଲା ଭାରତ

ରୁଷ୍‌ରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍‌କୁ ଦେଇନାହାନ୍ତି ବୋଲି ଏହି ଶିଳ୍ପ ସହ ଜଡ଼ିତ ଅଧିକାରୀମାନେ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସାଧାରଣ ପରବର୍ତ୍ତୀ ମାସ ପାଇଁ…

ଦିଲ୍ଲୀ ବିସ୍ଫୋରଣ : i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ

ଦିଲ୍ଲୀର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି । ବୁଧବାର  ପୁଲିସ ଉମର ଏବଂ ତାରିକଙ୍କୁ i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ ରଖିଛନ୍ତି । ଡିଲରଙ୍କ ନାମ ଅମିତ । ପୁଲିସ ତାଙ୍କୁ ରୟାଲ କାର ପ୍ଲାଜା  ଅଫିସରୁ ଉଠାଇ ନେଇ ଅଟକ ରଖିଛି ।​​​​​​​​​​…

ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା, ଆଜି ନୁହେଁ କାଲି ସରିବ

ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା ।  ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ ।…

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆସନ୍ତାବର୍ଷ ‌‌ଫେବ୍ରୁଆରି ତୃତୀୟ ସପ୍ତାହରେ ଆଗତ କରାଯିବ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆସନ୍ତାବର୍ଷ ‌‌ଫେବ୍ରୁଆରି ତୃତୀୟ ସପ୍ତାହରେ ଆଗତ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଆଜିଠାରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଚିଠିରେ କୁହାଯାଇଛି, ୨୦୨୬-୨୭ ପାଇଁ  ଆସନ୍ତା…