Browsing Tag

#odisha

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୫ ମସିହା (ବୁଧବାର) ଶକାବ୍ଦ -୧୯୪୭ ସମ୍ବତ -୨୦୮୨ ଦିଲ୍ଲୀସ୍ୱରାଦ୍ଧ-୧୪୩୩ ସମ୍ବତ୍ସର-ସିଦ୍ଧାର୍ଥ ଆଶ୍ୱିନମାସ- କୃଷ୍ଣପକ୍ଷ ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ ନକ୍ଷତ୍ର- ରେବତୀ ଦିବା ଘ୦୪/୪୨ ଗତେ ଅଶ୍ଵିନୀ ଚନ୍ଦ୍ର- ମୀନ ଦିବା…

ଆସିଲା କ୍ୟାନ୍ସର ଟିକା , ପରୀକ୍ଷଣରେ ଉତ୍ତୀର୍ଣ୍ଣ ହେଲେ ଅନୁମୋଦନକୁ ଅପେକ୍ଷା

ଆସିଲା କ୍ୟାନ୍ସର ଟିକା । ରୁଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଅନୁମୋଦନ ଅପେକ୍ଷାରେ ଅଛି । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର…

ଭିସି ଅଫିସ ଘେରାଉ କଲେ ଛାତ୍ର

ଉତ୍କଳ ବିଶ୍ବବିଦ୍ୟାଳୟର କ୍ୟାମ୍ପସରୁ ଅଣଛାତ୍ରଙ୍କୁ ବାହାର କରିବା ପରେ ଲାଗି ରହିଛି ଉତ୍ତେଜନା । ଅଣଛାତ୍ର ହଟାଇବା ଆଳରେ ଛାତ୍ରମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣି ଭିସି ଅଫିସ ଘେରାଉ କରିଛନ୍ତି ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଓ ପୁରାତନ ଛାତ୍ର । ବିଶ୍ବବିଦ୍ୟାଳୟରେ ଶୈକ୍ଷିକ…

ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ ।   ସିପି ରାଧାକ୍ରିଷ୍ଣନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେସାରେ ଜଣେ ବ୍ୟବସାୟୀ, ସମାଜସେବା ତାଙ୍କ ବ୍ରତ, ବ୍ୟବସାୟୀ…

ଦେଶକୁ ମିଳିଲା ନୂଆ ଉପରାଷ୍ଟ୍ରପତି , ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ

ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି ସିପି ରାଧାକ୍ରିଷ୍ଣନ । ତେବେ ନିର୍ବାଚନରେ…

ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି ଜାରି କରିଛି ଏମ୍‌ଇଏ

ନେପାଳରେ ଓଲି ସରକାରଙ୍କ ବିରୋଧରେ ଯୁବକଙ୍କ ଅକ୍ରୋଶ ଭାବ ଥମିବାର ନାଁ ଧରୁନାହିଁ। ହିଂସକ ପ୍ରଦର୍ଶନ ମଧ୍ୟରେ ଏବେ ସୁଦ୍ଧା ଓଲି ସରକାରରେ ୫ ଜଣ ଇସ୍ତଫା ଦେଇ ସାରିଲେଣି। ଏପରି ଖରାପ ଅବସ୍ଥା ଭିତରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ।   ସୋମବାରଠାରୁ ଚାଲିଥିବା ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ସହରରେ…

ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି…

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍‌ଆନାଲିସିସ୍‌ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି। ଏସଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରିପ୍ଟୋକୁ…

ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗମତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ।…