Browsing Tag

#odisha

ଗଳା ଯନ୍ତ୍ରଣା ସମସ୍ୟାରୁ ନିଜକୁ କିପରି ରଖିବେ ସୁରକ୍ଷିତ

ଶୀତଦିନେ ପ୍ରାୟ ଲୋକଙ୍କଠାରେ ଗଳା ଯନ୍ତ୍ରଣା ସମସ୍ୟା ବଢିଯାଇଥାଏ । ଫଳରେ ଲୋକମାନେ ଖାଇବାପିଇବା ଓ କଥା କହିବାରେ ସମସ୍ୟା ଭୋଗିଥାନ୍ତି । ତେଣୁ ଏଭଳି ସ୍ଥିତିରୁ ନିଜକୁ ଦୂରେଇ ରଖିବା ଖୁବ୍ ଜରୁରି । ଗଳା ଯନ୍ତ୍ରଣା ପଛରେ ଅନେକ କାରଣ ରହିଥାଏ । ଚାଲନ୍ତୁ ଜାଣିବା କାରଣ କ'ଣ କେମିତି…

ଆଜିର ରାଶିଫଳ

ମେଷ: ଆତ୍ମବିଶ୍ବାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ପ୍ରଖର ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ଓଜସ୍ବୀତା ଓ ତେଜସ୍ବୀତା ହେବେ। ଏକାନ୍ତପ୍ରିୟ ଓ ଗୁପ୍ତ ବିଦ୍ୟାର ଅଧିକାରୀ ହେବେ। ବୃଷ: ଐଶ୍ବର୍ଯ୍ୟଶାଳୀ ହେବେ। ବହୁ ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି।…

ଅଭିନେତା ରଣଭୀର ସିଂଙ୍କୁ ‘କାନ୍ତାରା’ର ମିମିକ୍ରି କରିବା ପଡିଲା ଭାରୀ , ଇନଷ୍ଟାଗ୍ରାମରେ ମାଗିଛନ୍ତି…

ପୁଣି ଟ୍ରୋଲର ଶିକାର ହେଲେ ବଲିଉଡ ଅଭିନେତା ରଣଭୀର ସିଂ । କିନ୍ତୁ ଏଥର, ତାଙ୍କ ଆଗାମୀ ଫିଲ୍ମ 'ଧୁରନ୍ଧର' ପାଇଁ ନୁହେଁ, ବରଂ 'କାନ୍ତାରା'ର ମିମିକ୍ରି କରିବା ପଡିଲା ଭାରୀ । ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପନ ଉତ୍ସବରେ ଯୋଗ ଦେଇଥିଲେ । ଗତ ୫୦ ବର୍ଷ ଧରି ସିନେମାରେ…

ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ – ପୁଟିନ

ଋଷିଆ ଯୁଦ୍ଧ କରିବାକୁ ପ୍ରସ୍ତୁତ । ସମସ୍ତ ୟୁରୋପ ସହ ମସ୍କୋ ଲଢିପାରିବ । ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ ଥିବା କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଉଦ୍ୟମକୁ ୟୁରୋପର କିଛି ନେତା ପସନ୍ଦ କରୁନଥିବା…

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍ । ମୋଟ ୧୨ଟି ଓ୍ୱାର୍ଡରୁ ବିଜେପି ପ୍ରାର୍ଥୀ ୭ଟିରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦିଗରେ ବିରୋଧୀଙ୍କ ଖାତାକୁ ୫ଟି ଓ୍ୱାର୍ଡ ଯାଇଛି । ସୂଚନାନୁସାରେ, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟ୍…

ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର କଥା

ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ଦେଖିବାକୁ ମିଳିଛି ସରଗରମ ଆଲୋଚନା । ମନ୍ତ୍ରୀଙ୍କ କହିବା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଯାହା ଭିତରୁ ୩୩ଟି ବେସରକାରୀ ଓ ୨ ଟି ସରକାରୀ ଶୀତଳ ଭଣ୍ଡାର । ତେବେ ଏହାର…

ଆଜି ଭାରତ–ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ

ଆଜି ଭାରତ--ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ। ରାଞ୍ଚିରେ…

ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୧୫ ମିଲିୟନ ଲୋକ ଷ୍ଟ୍ରୋକ୍‌ରେ ପୀଡ଼ିତ – ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଷ୍ଟ୍ରୋକ୍‌ ଏକ ଗମ୍ଭୀର ଅବସ୍ଥା ଯାହା ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍‌ ବନ୍ଦ ହୋଇଗଲେ କିମ୍ବା ରକ୍ତବାହୀ ନାଳୀ ଫାଟିଗଲେ ଘଟିଥାଏ। ଏହା ଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକୁ ମରିଯାଏ ଏବଂ ଶରୀରର ବିଭିନ୍ନ ଅଂଶ ଉପରେ ନିୟନ୍ତ୍ରଣ ହରାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ପ୍ରତିବର୍ଷ…

ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ

ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା।…

ଆଜିର ରାଶିଫଳ

ମେଷ: ପରିବାରକୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ହେବ। କୌଣସି ନିକଟ ସଂପର୍କିୟଙ୍କ ସହିତ ମିଶି ନିଜର କଥା କହିବେ। ବେପାରରେ ଲାଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବୃଷ: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଘରର ସୌନ୍ଦର୍ଯ୍ୟକରଣ ଜିନିଷ…