ବିଦେଶୀ ଔଷଧ ପରେ ଏବେ ବିଦେଶୀ ସିନେମା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ
ପୁଣି ଟାରିଫ ଧମକ ଦେଲେ ଟ୍ରମ୍ପ । ବିଦେଶୀ ଔଷଧ ପରେ ଏବେ ବିଦେଶୀ ସିନେମା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି । ଆମେରିକା ବାହାରେ ନିର୍ମାଣ ହେଉଥିବା ଫିଲ୍ମ ଉପରେ ଶତପ୍ରତିଶତ ଲଗାଇବାକୁ ଯାଉଛନ୍ତି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇଛନ୍ତି ।…