ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା; ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର କୋଚ୍ ଲାଇନଚ୍ୟୁତ
ବିହାରରେ ଟ୍ରେନ୍ ଦୁର୍ଘଟଣା ଘଟିବା ପରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ରେଳବାଇ ପକ୍ଷରୁ କୁହାଯାଇଛି । ରାତିରେ ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ୍ ନିକଟରେ ଏହି…